ଖଣିଜ ଏବଂ ପଦାର୍ଥ ପ୍ରୌଧୋଗିକୀ ସଂସ୍ଥା

ଉଇକିପିଡ଼ିଆ ରୁ
Jump to navigation Jump to search
ସୁନା ଖଣିଜ ପଥର

ଖଣିଜ ଏବଂ ପଦାର୍ଥ ପ୍ରଦୌଗିକୀ ସଂସ୍ଥା ଭାରତ ସରକାରଙ୍କ ଏକ ଉନ୍ନତ ଗବେଷଣାଗାର, ଯାହାକି ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥାପିତ। ଏହାର ସ୍ଥାପନା ୧୯୬୪ ମସିହାରେ ଭାରତ ସରକାରଙ୍କଦ୍ୱାରା କରାଯାଇଥିଲା। ଏଠାରେ ୧୪୦ ବୈଜ୍ଞାନିକଙ୍କ ସହ ପ୍ରଫେସର ବରଦାକାନ୍ତ ମିଶ୍ର ଏହାର ନିର୍ଦେଶକ ଭାବେ କାର୍ଯ୍ୟରତ.

ଆଧାର[ସମ୍ପାଦନା]