ଖଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search

ଖଡା ଏକ ପ୍ରକାର ଶାଗ ।[୧] ଏହାର ବହୁତ ଔଷଧୀୟ ଗୁଣ ଅଛି ।[୨]

ବ୍ୟବହାର[ସମ୍ପାଦନା]

ଓଡ଼ିଆ ଖାଦ୍ୟ ସଂସ୍କୃତିରେ ଏହାର ବହୁତ ବ୍ୟବହାର ରହିଛି । ଖଡାର ରାଇ, ତରକାରୀ ଓ ପାତୁଆ ଇତ୍ୟାଦି ତିଆରି କରାଯାଏ । ଖଡା ଶାଗ ସହଜରେ ସିଝେ । ଏଥିପାଇଁ ନିଷ୍କର୍ମା ଲୋକଙ୍କ ଉଦ୍ଦେଶ୍ୟରେ କୁହାଯାଏ ଯେ - ତାଙ୍କ ହାତରେ ଖଡା ସିଝିବ ନାହିଁ ।

ରୋଷେଇ ପ୍ରଣାଳୀ[ସମ୍ପାଦନା]

ଚାଷ ପ୍ରଣାଳୀ[ସମ୍ପାଦନା]

ଆଧାର[ସମ୍ପାଦନା]