Jump to content

କ୍ୟାପିଟେଟ ଅସ୍ଥିଭଗ୍ନ

ଉଇକିପିଡ଼ିଆ‌ରୁ
କ୍ୟାପିଟେଟ ଅସ୍ଥିଭଗ୍ନ
ଫାଇଲ:Isolated-capitate-fracture-4.jpg
Transverse fracture at the mid capitate
ବିଭାଗHand surgery
ଲକ୍ଷଣWrist pain and swelling[]
କାରଣFall on an outstretched hand[]
ରୋଗ ନିର୍ଣ୍ଣୟ ପଦ୍ଧତିX-rays[]
ଚିକିତ୍ସାOrthopedic casting, surgery[]
ପୁନଃପୌନିକ1 to 2% of wrist fractures[]

କ୍ୟାପିଟେଟ ଅସ୍ଥିଭଗ୍ନ ହେଉଛି କଚଟି ବା ରିଷ୍ଟରେ ଥିବା କ୍ୟାପିଟେଟ୍ ହାଡ଼ ଭାଙ୍ଗିବାକୁ କୁହାଯାଏ । ଲକ୍ଷଣଗୁଡ଼ିକ ସାଧାରଣତଃ କଚଟିରେ ଯନ୍ତ୍ରଣା ଏବଂ ଫୁଲା ହୋଇଥାଏ । [] ଏହା ସ‌ହିତ ଅନ୍ୟ କଚଟି ହାଡ଼ ଭଙ୍ଗା କିମ୍ବା ଗଣ୍ଠି ବିଚ୍ଛିନ୍ନତା ଥାଏ ।[] ଜଟିଳତା ମଧ୍ୟରେ ଆର୍ଥ୍ରାଇଟିସ୍ ଏବଂ ଆଭାସ୍କୁଲାର୍ ନେକ୍ରୋସିସ୍ ଅନ୍ତର୍ଭୁକ୍ତ ହୋଇପାରେ ।[]

ଗସାଧାରଣତଃ ଏଗୁଡ଼ିକ ବାହୁ ଲମ୍ବା ଥାଏ ହାତ ଉପରେ ପଡ଼ିଯିବା କିମ୍ବା କଚଟିର ପଛ ପାର୍ଶ୍ୱରେ ସିଧା ସଳଖ ମାଡ଼ ହେଲେ ହୋଇଥାଏ । [] ରୋଗ ନିର୍ଣ୍ଣୟ ସାଧାରଣତଃ ଏକ୍ସ-ରେ ଦ୍ୱାରା କରାଯାଏ। []

ଭଲ ଭାବରେ ସଂଲଗ୍ନ ହୋଇଥିବା ଭଙ୍ଗା ପାଇଁ, ଅର୍ଥୋପେଡିକ୍ କାଷ୍ଟିଂ ଚିକିତ୍ସା କରାଯାଇପାରେ, ବିଶେଷକରି ଏକ ଥମ୍ବ ସ୍ପାଇକା ଦିଆଯାଏ । [] [] ନଚେତ୍ ସାଧାରଣତଃ ଅସ୍ତ୍ରୋପଚାର ଆବଶ୍ୟକ ହୁଏ। [] ସୁସ୍ଥ ହେବାରେ ବିଫଳତା ଅସାଧାରଣ ନୁହେଁ ।[] କଚଟିରେ ଥିବା ହାଡ଼ ମଧ୍ୟରୁ ୧ରୁ ୨% ହେଉଛି କ୍ୟାପିଟେଟ ଅସ୍ଥିଭଗ୍ନ । []

  1. 1 2 3 4 5 6 7 8 9 10 11 12 13 14 Suh, Nina; Ek, Eugene T.; Wolfe, Scott W. (April 2014). "Carpal Fractures". The Journal of Hand Surgery. 39 (4): 785–791. doi:10.1016/j.jhsa.2013.10.030.
  2. Walls, Ron; Hockberger, Robert; Gausche-Hill, Marianne (9 March 2017). Rosen's Emergency Medicine - Concepts and Clinical Practice E-Book (in ଇଂରାଜୀ). Elsevier Health Sciences. p. 517. ISBN 978-0-323-39016-3. Archived from the original on 27 September 2022. Retrieved 24 September 2022.