କ୍ୟାଥରିନ ଡି. ସୁଲିଭାନ
ଦେଖଣା
| କ୍ୟାଥରିନ ଡି. ସୁଲିଭାନ | |
|---|---|
| ନାସା ଗ୍ରହ ବିଜ୍ଞାନ ବିଶାରଦ | |
| ଜାତୀୟତା | ଆମେରିକା |
| Status | ଅବସର |
| ଜନ୍ମ | ୩ ଅକ୍ଟୋବର ୧୯୫୧ ପିଟରସନ୍, ନ୍ୟୁ ଜର୍ସି |
| ଅନ୍ୟ ଜୀବିକା | ଭୂତ୍ତ୍ୱବିତ |
| Rank | Captain, United States Navy |
| Time in space | 22 days 04 hours 49 minutes |
| Selection | 1978 NASA Group |
| Total EVAs | 1 |
| Total EVA time | 3 hours 29 minutes |
| ଅଭିଯାନ | STS-41-G, STS-31, STS-45 |
| Mission insignia | |
କ୍ୟାଥରିନ ଡି. ସୁଲିଭାନ (ଜନ୍ମ : ୩ ଅକ୍ଟୋବର ୧୯୫୧) ଜଣେ ଜଣେ ଭୂତତ୍ତ୍ୱବିତ ଓ ମହାକାଶଚାରୀ । ଆମେରିକାର ନ୍ୟୁଜର୍ସିସ୍ଥିତ ପିଟରସନ ସହରରେ ଜନ୍ମ କ୍ୟାଥରିନ ଡି. ସୁଲିଭାନଙ୍କର । ମହାକାଶ ଯାତ୍ରାଲାଗି ତାଙ୍କର ପ୍ରବଳ ଆଗ୍ରହ ହେବାରୁ ସେ ନାସା(ଆମେରୀକିୟ ମହାକାଶ ଗବେଷଣା ସଂସ୍ଥା)ରେ ପ୍ରଶିକ୍ଷଣ ନେଇ ମହାକାଶ ଯିବାକୁ ବିବେଚିତ ହେଲେ । ୧୯୮୪ ଅକ୍ଟୋବର ମାସରେ ମହାକାଶ ଯାତ୍ରା କରିବା ସହ ପ୍ରଥମ ଆମେରିକୀୟ ମହିଳା ମହାକାଶ ପଦଚାରଣକାରୀ (ସ୍ପେସ୍ ୱାକର) ହେବାର ଗୌରବ ଅର୍ଜନ କରିଥିଲେ । ସେ ମୋଟ ୨୨ଦିନ, ୪ ଘଣ୍ଟା, ୪୯ମିନିଟ ମହାକାଶରେ ଅତିବାହିତ କରିଥିଲେ । [୧]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |