କୌସର ପାଦାମସି
କୌସର ପାଦାମସି | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ମଞ୍ଚ ଅଭିନେତା ଥିଏଟର ପ୍ରଯୋଜକ ନାଟ୍ୟ ନିର୍ଦ୍ଦେଶକ |
| ପିତାମାତା | ଅଲୀକ୍ ପାଦାମସି (ବାପା) ଡଲି ଠାକୁର (ମାଆ) |
କୌସର ଠାକୋରେ ପାଦାମସି (ଜନ୍ମ: ୨୦ ଅଗଷ୍ଟ ୧୯୭୮) ଜଣେ ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ । ସେ ମୁଖ୍ୟତଃ ମଞ୍ଚରେ ଅଭିନୟ କରନ୍ତି ଏବଂ କେତେକ ମଞ୍ଚ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ।
ଜୀବନୀ
[ସମ୍ପାଦନା]ତାଙ୍କର ପିତାମାଆ ଅଲୀକ୍ ପାଦାମସି ଓ ଡଲି ଠାକୁର ଜଣାଶୁଣା ଥିଏଟର ଅଭିନେତା । ସେ ମୁମ୍ବଇର ସେଣ୍ଟ୍ ଜେଭିୟର୍ସ କଲେଜରେ ଇଂରାଜୀ ସାହିତ୍ୟ ପଢ଼ିଥିଲେ ।[୧] ସେ ତାଙ୍କର ପିତାଙ୍କୁ ଅନୁସରଣ କରି ଏକ ବ୍ୟବସାୟୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ପରେ ନାଟକ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ମୁମ୍ବାଇରେ କ୍ୟୁଟିପି ନାମକ ଏକ ଏଥିଏଟର କମ୍ପାନୀରେ ଯୋଗ ଦେଇଥିଲେ ।
୧୯୯୯ ମସିହାରୁ, ସେ ଥିଏଟର କମ୍ପାନୀ କ୍ୟୁଟିପିରେ ୨୦ରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ପ୍ରଯୋଜନା କରିଛନ୍ତି । ସେ ଥିଏଟର ପ୍ରଡକ୍ସନରେ ଷ୍ଟେଜ ମ୍ୟାନେଜର ଏବଂ ଲାଇଟିଂ ଡିଜାଇନର ଭାବରେ ମଧ୍ୟ କାର୍ଯ୍ୟ କରନ୍ତି । ସେ ଟିମ୍ ସ୍ପ୍ଲଙ୍କ ଏ ମିଡସମର୍ ନାଇଟ୍ସ ଡ୍ରିମ୍ର ସହକାରୀ ନିର୍ଦ୍ଦେଶକ ମଧ୍ୟ ଥିଲେ ।
ନିର୍ଦ୍ଦେଶିତ ନାଟକ
[ସମ୍ପାଦନା]- ଦି ନାଇଟ୍ ଥୋରେଉ ସ୍ପେଣ୍ଟ ଇନ୍ ଜେଲ୍
- ମାଇନରିଟିଜ୍
- ଅଲ୍ ମାଇଁ ସନ୍ସ୍
- ଦ ଅର୍ବାନ ବର୍ଡନ୍[୨]
- ଏ ଭିୟୁ ଫ୍ରମ୍ ଦି ଷ୍ଟେଜ୍
- ଏସିଡ୍
- ଇଣ୍ଡରଟାନ୍ସପୋର୍ଟ
- ଖତିଜାବାଇ ଅଫ୍ କର୍ମାଲି ଟେରେସ୍
- ପ୍ରୋଜେକ୍ଟ ଏସ୍.ଟି.ଆର୍.ଆଇ.ପି.
ପୁରସ୍କାର
[ସମ୍ପାଦନା]୨୦୧୩ ମସିହାରେ, ତାଙ୍କ ନିର୍ଦ୍ଦେଶକ ନାଟକ ସୋ ମେନି ସକ୍ସ୍ ମେଟା ଆୱାର୍ଡ଼ ପାଇଁ ମନୋନୀତ ହୋଇଥିଲା ।[୩][୪]
ଆଧାର
[ସମ୍ପାଦନା]- ↑ Gupta, Hemangini (18 May 2005). "Behind the Footlights". The Hindu. Retrieved 6 November 2018.[dead link]
- ↑ RSC website Archived 15 January 2007 at the Wayback Machine.
- ↑ "Mid-Day (March 2013)". Archived from the original on 3 September 2014. Retrieved 31 August 2014.
- ↑ Mahindra Excellence in Theatre Awards | http://metawards.com/v1/so-many-socks/ Archived 4 September 2014 at the Wayback Machine.