କୋଷଳୀ ଭାଷା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Kosli
Sambalpuri
Western Odia
କେଉଁ ଅଞ୍ଚଳର: India
ଅଞ୍ଚଳ Western Odisha
କହୁଥିବା ଲୋକସଂଖ୍ୟା ୨ crores
ଭାଷା ପରିବାର
ଲେଖିବା ପ୍ରଣାଳୀ Odia[୧][୨][୩][୪]
ଭାଷା କୋଡ଼
ISO 639-3 spv

 କୋଷଳୀ ଭାଷା ,  ସମ୍ବଲପୁରୀ ଭାଷା ନାମରେ ମଧ୍ୟ ପରିଚିତ , ଏକ ପଶ୍ଚିମ ଓଡ଼ିଶା କେନ୍ଦ୍ରିକ ଓଡ଼ିଆ ଭାଷା । ( ଏହାକୁ ଓଡ଼ିଆ ଭାଷା ମଧ୍ୟରେ ଏକ ସ୍ଵତନ୍ତ୍ର ଭାଷା ଭାବରେ ମଧ୍ୟ ଦାବି କରାଯାଇଥାଏ ) ।[୧]

ଲିପି [ସମ୍ପାଦନା]

ସମ୍ବଲପୁରୀ ଭାଷାକୁ ଓଡ଼ିଆ ଲିପିରେ ଲେଖାଯାଇଥାଏ । .[୧][୨][୩][୪]

ସାହିତ୍ୟ[ସମ୍ପାଦନା]

ଉନବିଂଶ ଶତାବ୍ଦୀର ଶେଷ ଯାଏ ସମ୍ବଲପୁରୀ ଭାଷାରେ କୌଣଶୀ ଲିଖିତ ସାହିତ୍ଯ ନଥିଲା । ଏହି ଭାଷାରେ ଲିଖିତ କିଛି ପ୍ରସ୍ତର ଖୋଦନ , ତାମ୍ର  ଫଳକ କିଂବା ତାଳପତ୍ର ଲିଖନ ଅଦ୍ୟାବଧି ମିଳିନାହିଁ । 1891 ମସିହାରେ ଦେବଗଡ ରାଜ୍ୟରୁ ପ୍ରକାଶିତ " ସମ୍ବଲପୁର ହିତେଇଶିନୀ "କୁ ପ୍ରଥମ ସମ୍ବଲପୁରୀ ପ୍ରକାଶନ ବୋଲି8 ଗ୍ରହଣ କରାଯାଏ । .[୫] ଏଥିରେ ମଧୁସୂଦନ ମ୍ନାମକ ବ୍ୟକ୍ତିଙ୍କଦ୍ଵାରା ଲିଖିତ ସମ୍ବଲପୁର ଅଞ୍ଚଳର ପ୍ରାଚୀନ କବିତା ନାମରେ ଏକ କବିତା ପ୍ରକାଶିତ ହେଇଥିଲା । ତାହାର ଏକ ଅଂଶ ଏହିପରି ,


" କୁହ ଗୋ ଦୁତୀ ମୁଇ କେନତା କରସିଁ ଗୋ  ନନ୍ଦପୁଅ ଆଙ୍ଖେ ଦେଖଲେ ବଡା କାବା ଲଗଶି ଗୋ "


" ଦିଶୁ ଥିସୀ କାଳିଆ ତାର୍ ତାର୍  ପିନ୍ଧି ଥିସୀ ହଳଦିଆ ଜର୍ ଜର୍ ଧୋବ ଫର୍ ଫର୍ ଟେ ଜନବାରୀର୍ ଟେ ବେକେ ଉଲେଇ ହେସୀ ଗୋ " 

 ତାହାପରେ 1900 ମସିହାରୁ 1910 ମସିହା ମଧ୍ୟରେ " ଭୁଲାମନ ଚଉତିଶା " " ଯତନ" ନାମକ ଜେନ ବ୍ୟକ୍ତିଙ୍କଦ୍ଵାରା ରଚିତ ହେଇଥିଲା ।  ସେହି ସମୟ କାଳ ମଧ୍ୟରେ " ଚଇତନ ଦାସ "ଙ୍କଦ୍ଵାରା " ଚଢେଇ ଚଉତିଶା " ରଚିତ ହେଇ ପ୍ରକାଶିତ ହେଇଥିଲା । ବାଲାଜି ମେହେର ନାମକ ବ୍ୟକ୍ତି "  ଗୁଣ୍ଡିଆ " , ଗଉଡ ଗମନ " , କୁମ୍ଭାର ପସରା " ଓ "ସୁନାରି ପସରା " ନାମର ଲେଖନ ପ୍ରକାଶିତ କରିଥିଲେ । 1915ରୁ 1925 ମଧ୍ୟରେ " ଲକ୍ଷ୍ମଣ ପତି ଓ କପିଲା ମହାପତାର ମଧ୍ୟ କିଛି କୋଷଳୀ ଲେଖାବଳି ପ୍ରକାଶ କରିଥିଲେ । 


ଏହି କ୍ରମରେ 1891 ମସିହାରୁ 1947 ମସିହା ଯାଏ 35 ତି କୋଷଳୀ କବିତା ପ୍ରକାଶିତ ହେଇଥିବାର ତଥ୍ୟ ମିଳେ । [୬] 1891 ପୂର୍ବବର୍ତୀ ଯୁଗକୁ ସମ୍ବଲପୁରୀ ଭାଷାର "ଅନ୍ଧାର ଯୁଗ" କୁହାଯାଏ ।1970 ମସିହାରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣରେ ସମ୍ବଲପୁରୀ ସାହିତ୍ଯ ଲେଖିବା ସହ ଅନନ୍ୟ ମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇ ଥ୍ଯିଲେ ।ସେ ସମ୍ବଲପୁରୀ ସାହିତ୍ଯକୁ ଏକ ସ୍ଵତନ୍ତ୍ର ଶୈଳୀର ଭାଷା ବୋଲି ସିଦ୍ଧ କରିବା ସହ ତାଙ୍କ ପରେ ଅନେକ ଲେଖକ ସେ ଦିଗରେ ଅଗ୍ରଣୀ ଭୂମିକା ନେଇ ଅନେକ ସମ୍ବଲପୁରୀ ଲେଖା ମନ ପ୍ରକାଶ କରି ଥିଲେ । ସେହି ପରି କିଛି ଲେଖକ , ଯାହାଙ୍କର ଲେଖା ସମ୍ବଲପୁରୀ ସାହିତ୍ଯକୁ ଋଦ୍ଧିମନ୍ତ କରିଥିଲା ତାଙ୍କର ନାମ ନିମ୍ମରେ ଦିଆଗଲା , ( ଏହି ତାଲିକା କେବଳ ମାତ୍ର ଏକ ସୂଚକ ଓ ଏହା ସମ୍ପୂର୍ଣ ନୁହେ ) 

  1. ସତ୍ୟ ନାରାୟଣ ବହିଦାର ( 1913-1980) - ତାଙ୍କର ପ୍ରଥମକବିତା " ଅନୁଭୂତି " 1931 ମସିହାରେ ପ୍ରକାଶିତ ହେଇଥିଲା । ସେ 119ଟି କବିତା ସହ ଏକ ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ [୭]
  2. Khageswar Seth – He wrote "Paerchha Sati" (1949).
  3. Indramani Sahu (1923–2006) – He wrote "Jharmali" (1953), " Kosali Ramayan " (1997)
  4. Nil Madhab Panigrahi – A strong proponent of Sambalpuri language, He gave up writing Oriya for his love for mother tongue, Sambalpuri. He founded, published and edited "Nisan", a Sambalpuri literary magazine which popularized Sambalpuri language and generated many Sambalpuri writers. He founded "Nisan Sahitya Sansad" and undertook the work of publishing Sambalpuri books written by others. His famous work is "Mahabharat Katha", the translation of Mahabharat in Sambalpuri.[୮] He co-authored "Samalpuri – Kosali Vyakaran" book with Prafulla Kumar Tripathy.
  5. Prafulla Kumar Tripathy – He compiled the book "Samalpuri Oriya Shabdakosha" (1987), a Sambalpuri to Oriya Dictionary. He is a celebrated figure in Oriya and Sambalpuri literature and grammar. He has also received Sahitya Academy Puraskar for his collection of Oriya short stories, "Nija Singhasana". Settled in Bhubaneswar, he continues to work towards getting Sambalpuri language an official status. He has also co-authored "Samalpuri – Kosali Vyakaran" book with Nil Madhab Panigrahi.
  6. Prem Ram Dubey – To popularize Sambalpuri language, he published "Hame Kosali Hamar Bhasa Kosali", a Sambalpuri literary magazine, and "Kosal Khabar" a news based magazine. He wrote many articles in these magazines.
  7. Hema Chandra Acharya (Born 20.4.1926 – Died 26.8.2009) – His works include "Satar Sati Brundavati", "Kathani Sat Satani", "Ram Raha" (2001). Ram Raha is the Sambalpuri version of the Raamayana. He has also written a novel "Nuni". He is popular among the masses as the 'Kosal Balmiki' for his Ram Raha.
  8. Mangalu Charan Biswal (Born 4.5.1935) – He wrote many Sambalpuri plays, among which "Bhukha" is famous, as it was filmed and earned many awards.[୯]
  9. Haldhar Nag (Born 31.3.1950) – He is a God's gift to Kosli language.[୧୦] He has written many Kosli poems, such as "Mahasati Urmila", "Achhia", etc. His works has been compiled into "Lokakabi Haladhar Granthabali"[୧୧] and "Surata". He was awarded the Padma Shri in 2016.[୧୨]
  10. Binod Pasayat – He wrote "Kayan Baetha" (1973).
  11. Dolgobind Bisi – He published a Kosali literary magazine "Kosalshree" and wrote "Kosali Bhasha Sundari"(1984). He published the "Kosali Ramayan" written by Sri Indramani Sahu.
  12. Nimai Charan Panigrahi – He has written many books including "Bhugale Bakhani", "Kham Khamalo", etc. His articles "Kosali Sabad Jharan", published in "Bharni", in Kosali literary magazine was very famous.
  13. Harekrishna Meher : He has translated the Meghaduta of Kalidas to "Kosli Meghaduta".[୧୩]
  14. Surama Mishra : She has written a children book "Titi Tian.[୧୪] The book is popular among the children of western Odisha.
  15. Pradyumna Bisi :"Jharjhari" a sambalpuri kaabya written by Pradyumna Bisi. In which the poet represent a women as a brook & brook also as women.their way of living are same.The book published in 2014

ପୁନଶ୍ଚ ଦେଖଣା [ସମ୍ପାଦନା]

  • Kosli language movement
  • Kosli Drama

ଆଧାର ସମୂହ [ସମ୍ପାଦନା]

  1. ୧.୦ ୧.୧ ୧.୨ International Encyclopedia of Linguistics. Oxford University Press. ୨୦୦୩. pp. ୪୬୭–. ISBN ୯୭୮-୦-୧୯-୫୧୩୯୭୭-୮.  ଆଧାର ଭୁଲ: Invalid <ref> tag; name "IEL" defined multiple times with different content ଆଧାର ଭୁଲ: Invalid <ref> tag; name "IEL" defined multiple times with different content
  2. ୨.୦ ୨.୧ Bulletin of the Anthropological Survey of India. Director, Anthropological Survey of India, Indian Museum. ୧୯୭୯.  ଆଧାର ଭୁଲ: Invalid <ref> tag; name "BASI" defined multiple times with different content
  3. ୩.୦ ୩.୧ Chitrasen Pasayat (୧୯୯୮). Tribe, Caste, and Folk Culture. Rawat Publications.  ଆଧାର ଭୁଲ: Invalid <ref> tag; name "Pasayat1998" defined multiple times with different content
  4. ୪.୦ ୪.୧ Subodh Kapoor (୨୦୦୨). The Indian Encyclopaedia: La Behmen-Maheya. Cosmo Publications. pp. ୪୨୪୦–. ISBN ୯୭୮-୮୧-୭୭୫୫-୨୭୧-୩.  ଆଧାର ଭୁଲ: Invalid <ref> tag; name "Kapoor2002" defined multiple times with different content
  5. Sambalpur Hiteishini, Vol III, Issue 1500, 1891.
  6. Panda, Sasanka Sekhar, " JHULPUL ", Chitrotpala Publications, Cuttack, 2003, ISBN 81-86556-33-8
  7. "Satya Narayan Granthabali", compiler – Shyam Sunder Dhar, Friends Emporium, Sambalpur, 2001.
  8. Panigrahi, Nil Madhab, "Mahabharat Katha", Lark books, Bhubaneswar, 1996, ISBN 81-7375-023-8.
  9. Biswal, Mangalu Charan, "Bhukha", Saraswat Pustak Bhandar, Sambalpur,1984
  10. Poetry makes him known as new Gangadhar Meher-Peanut seller Haladhar Nag carves niche for himself as poet of Kosali language
  11. Nag, Haldhar, "Lokakabi Haladhar Granthabali", compiler – Dwarikanath Nayak, Bidya Prakashan, Cuttack, 2000, ISBN 81-7703-009-4 (Five PhD theses on this class III-dropout poet)
  12. 5 PhD theses on this class III-dropout poet
  13. Harekrishna Meher's 'Kosli Meghaduta' released
  14. Kosli e-Book Titi Tian for children launched

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]