କୋଶଳା

ଉଇକିପିଡ଼ିଆ ରୁ
Jump to navigation Jump to search
ବଙ୍ଗଳାର ଏକ ଉଦ୍ୟାନରେ ଉତ୍ତୋଳିତ ଚିତ୍ର

କୋଶଳା ଏକ ପ୍ରକାର ଶାଗ। କେଉଁଝରର କେତେକ ଅଞ୍ଚଳରେ ଏହାକୁ ମାର୍ଶି, ମାରିଶି ଆଦି ନାଁରେ ପରିଚିତ। ଏହା ଏକ ଅତି ସାଧାରଣ ଏବଂ ବହୁଳ ଭୋଜିତ ଶାଗ।

ବ୍ୟବହାର[ସମ୍ପାଦନା]

ସାଧାରଣତଃ ଏହା ଭାଜି ଖିଆଯାଏ। ଏହା ଭଜା, ତରକାରୀ ଓ ରାଇ ତିଆରି କରିବାର କାମରେ ଲାଗେ ।

ରୋଷେଇ ପ୍ରଣାଳୀ[ସମ୍ପାଦନା]

ଶାଗ ଘାଣ୍ଟ


ଚାଷ ପ୍ରଣାଳୀ[ସମ୍ପାଦନା]

ଆଧାର[ସମ୍ପାଦନା]