କୋରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(କୋରାଇ (ବିଧାନସଭା ନିର୍ବାଚନମଣ୍ଡଳୀ)ରୁ ଲେଉଟି ଆସିଛି)
| କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୧,୭୫,୩୩୭ |
| ଜିଲ୍ଲା: | ଯାଜପୁର |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
| ପଞ୍ଚାୟତ ସମିତି: | ୨ |
| ଗ୍ରାମ ପଞ୍ଚାୟତ: | ୨୨ |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୧ |
କୋରାଇ (କ୍ରମିକ ସଂଖ୍ୟା: ୫୩) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ୟାସନଗର (ପୌ), କୋରାଇ ବ୍ଳକ ଓ ରସୁଲପୁର ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଆକାଶ ଦାସ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କଠାରୁ ୪୨,୮୬୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, କୋରାଇ [୫] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ବିଜଦ | ପ୍ରୀତିରଞ୍ଜନ ଘଡ଼ାଇ | ୬୧,୪୪୮ | ୫୬.୯୮ | - | |
| କଂଗ୍ରେସ | ହେମଲତା ଖୁଣ୍ଟିଆ | ୩୬,୩୩୬ | ୩୩.୬୯ | - | |
| ଭାଜପା | ସଞ୍ଚିତା ମହାନ୍ତି | ୬,୧୦୧ | ୫.୬୬ | - | |
| ସମୃଦ୍ଧ ଓଡ଼ିଶା | ପ୍ରିୟବ୍ରତ ମହାପାତ୍ର | ୧,୫୯୪ | ୧.୪୮ | - | |
| ସ୍ୱାଧୀନ | ମାୟାଧର ନାୟକ | ୮୪୬ | ୦.୭୮ | - | |
| ସ୍ୱାଧୀନ | ଅନିଲ କୁମାର ଦାସ | ୪୭୯ | ୦.୪୪ | - | |
| ସ୍ୱାଧୀନ | ପଦ୍ମନାଭ ମଲ୍ଲ | ୪୭୮ | ୦.୪୪ | - | |
| ତୃଣମୂଳ କଂଗ୍ରେସ | ମୃତ୍ୟୁଞ୍ଜୟ ପ୍ରସାଦ ଦେବାନ୍ତ | ୨୮୯ | ୦.୨୭ | - | |
| ସ୍ୱାଧୀନ | ଗୋପାଳ କୃଷ୍ଣ ମହାନ୍ତି | ୨୭୬ | ୦.୨୬ | - | |
| ଭୋଟ ବ୍ୟବଧାନ | ୨୫,୧୧୨ | ୨୩.୨୮* | - | ||
| ମତଦାନ ହାର | ୧,୦୭,୮୭୧ | ୬୬.୯୬ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭]
- ୨୦୨୪: ଆକାଶ ଦାସନାୟକ (ବିଜେପି)
- ୨୦୧୯: (୫୩): ଅଶୋକ କୁମାର ବଳ (ବିଜଦ)
- ୨୦୧୪: (୫୩): ଆକାଶ ଦାସନାୟକ (ବିଜଦ)
- ୨୦୦୯: (୫୩): ପ୍ରୀତିରଞ୍ଜନ ଘଡ଼ାଇ (ବିଜଦ)
- ୨୦୦୪: (୨୪): ସଞ୍ଚିତା ମହାନ୍ତି (ଭାଜପା)
- ୨୦୦୦: (୨୪): ଅଶୋକ କୁମାର ଦାସ (ଜନତା ଦଳ-ଧର୍ମନିରପେକ୍ଷ)
- ୧୯୯୫: (୨୪): ଅଶୋକ କୁମାର ଦାସ (ଜନତା ଦଳ)
- ୧୯୯୦: (୨୪): ଅଶୋକ କୁମାର ଦାସ (ଜନତା ଦଳ)
- ୧୯୮୫: (୨୪): ରାମଚନ୍ଦ୍ର ଖୁଣ୍ଟିଆ (କଂଗ୍ରେସ)
- ୧୯୮୦: (୨୪): ଅଶୋକ କୁମାର ଦାସ (ଜନତା ଦଳ-ଧର୍ମନିରପେକ୍ଷ)
- ୧୯୭୭: (୨୪): ଅଶୋକ କୁମାର ଦାସ (ଜନତା ଦଳ)
- ୧୯୭୪: (୨୪): ଅଶୋକ କୁମାର ଦାସ (ଉତ୍କଳ କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Korei Assembly Election 2009, Orissa". empoweringindia.org. Archived from the original on 3 March 2014. Retrieved 7 June 2013.
Constituency: Korei (53) District : Jajpur
- ↑ Assembly Constituencies and their Extent
- ↑ Seats of Odisha
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
25112
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 24-Korai Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf