Jump to content

କୋଏଲ ପୁରି

ଉଇକିପିଡ଼ିଆ‌ରୁ
କୋଏଲ ପୁରି
ଜନ୍ମ
ଶିକ୍ଷାନୁଷ୍ଠାନରୟାଲ ଏକାଡେମୀ ଅଫ ଡ୍ରାମାଟିକ ଆର୍ଟ
ବୃତ୍ତି(ସମୂହ)ଅଭିନେତ୍ରୀ, କଥାଚିତ୍ର ପ୍ରଯୋଜିକା
ସକ୍ରିୟ ବର୍ଷ୨୦୦୧–ଏବେଯାଏଁ
ବୈବାହିକ-ସାଥୀଲୌରେନ୍ଟ ରିନ୍‌ଚେଟ
ପିତାମାତା
  • ଅରୁଣ ପୁରି (ବାପା)
ସମ୍ପର୍କୀୟମଧୁ ତ୍ରେହାନ (ଆଣ୍ଟି)

କୋଏଲ ପୁରି ରିନ୍‌ଚେଟ ଜଣେ ଭାରତୀୟ ଅଭିନେତ୍ରୀ, କଥାଚିତ୍ର ପ୍ରଯୋଜିକା ଓ ଟେଲିଭିଜନ ଉପସ୍ଥାପିକା ।[][] ସେ ଏଭ୍ରିବଡି ସେଜ୍ ଆଇ ଆମ୍ ଫାଇନ୍! କଥାଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ କଥାଚିତ୍ର ପ୍ରଯୋଜିକା ଭାବରେ କାମ କରନ୍ତି ।

ଜୀବନୀ

[ସମ୍ପାଦନା]

ପୁରି ୨୦୦୧ ମସିହାରେ ରାହୁଲ ବୋଷଙ୍କ ନିର୍ଦ୍ଦେଶିତ କଥାଚିତ୍ର ଏଭ୍ରିବଡି ସେଜ୍ ଆଇ ଆମ୍ ଫାଇନ୍! ମାଧ୍ୟମରେ ଡେବ୍ୟୁ କରିଥିଲେ ଏବଂ ପରେ ଇରଫାନ ଖାନଙ୍କ ସହ ରୋଡ୍ ଟୁ ଲଦାଖରେ ଅଭିନୟ କରିଥିଲେ । ସେ ଲଣ୍ଡନରୟାଲ୍ ଏକାଡେମୀ ଅଫ୍ ଡ୍ରାମାଟିକ୍ ଆର୍ଟରେ ତାଲିମ ନେଇଥିଲେ ।[]

ପୁରି କସ୍ମୋପୋଲିଟାନ୍, ଡିଏନଏ, ହାର୍ପରସ୍ ବଜାର ଓ ଇଣ୍ଡିଆ ଟୁଡେ ଭଳି ପ୍ରକାଶନ ପାଇଁ ଲେଖିଛନ୍ତି । ଟୋକିଓରେ ରହୁଥିବା ସମୟରେ, ସେ ଜାପାନରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଭିଡିଓ ସୁଟ୍ କରିଥିଲେ ।[] ସେ ପ୍ୟାରିସରେ ରୁହନ୍ତି, ଯେଉଁଠାରେ ସେ ୧୮୫ କ୍ୟାରେଟ୍ ଫିଲ୍ମସ୍ କମ୍ପାନୀ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାଣ କରନ୍ତି ।[] ସେ ଇଣ୍ଡିଆ ଟୁଡେର ପ୍ରତିଷ୍ଠାତା ତଥା ଜଣାଶୁଣା ସାମ୍ବାଦିକ ଅରୁଣ ପୁରିଙ୍କ ଝିଅ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ଏଭ୍ରିବଡି ସେଜ୍ ଆଇ ଆମ୍ ଫାଇନ୍! (୨୦୦୧)
  • ଆମେରିକାନ୍ ଡେଲାଇଟ୍ (୨୦୦୪)
  • ରୋଡ୍ ଟୁ ଲଦାଖ (୨୦୦୪)
  • ହ୍ୱାଇଟ୍ ନଏଜ୍ (୨୦୦୫)
  • ନଜର (୨୦୦୫)
  • ମିକ୍ସଡ୍ ଡବଲ୍ (୨୦୦୬)
  • ମେରା ଦିଲ୍ ଲେକେ ଦେଖୋ (୨୦୦୬)
  • ଦି ଲୁକ୍ଏଲାଇକ୍ (୨୦୦୬)
  • ଲାଇଫ୍ ମୈଁ କଭି କଭି (୨୦୦୭)
  • ଅମଲ (୨୦୦୭)
  • ଇଟ୍‌ସ୍ ବ୍ରେକିଂ ନ୍ୟୁଜ୍ (୨୦୦୭)
  • ଦି ଗ୍ରେଟ୍ ଇଣ୍ଡିଆନ୍ ବଟର୍‌ଫ୍ଲାଏ (୨୦୦୭)
  • ସିକ୍ରେଟ୍ ଅଫ୍ ଦି ସେଭେନ୍ ସାଉଣ୍ଡସ୍ (୨୦୦୮)
  • ରକ୍ ଅନ୍! (୨୦୦୮)
  • ୧୦ଏମ୍ଏଲ୍ ଲଭ୍ (୨୦୧୨)
  • ଦି ଜୋୟା ଫାକ୍ଟର୍ (୨୦୧୯)
  • ଦି ଆର୍ଚିସ୍ (୨୦୨୩)
  • ଦି ଗ୍ରେଟ୍ ଏସ୍‌କେପ୍ - ଷ୍ଟାର୍ ପ୍ଲସ୍
  • ଆଜ୍ କି ନାରୀ....ଦୀପିକା - ଡିଡି ମେଟ୍ରୋ (୧୯୯୮)
  • ହଲ୍‌ବି ସିଟି (୨୦୦୩) -
  • ଦି ଭାଇସ୍ (୨୦୦୩)
  • ଇଣ୍ଡିଆନ୍ ଡ୍ରିମ୍ (୨୦୦୩)
  • ଡାର୍ଟି ୱାର୍ (୨୦୦୪)
  • ଦି ଆଫ୍‌ଟର୍‌ନୁନ୍ ପ୍ଲେ (୨୦୦୫)
  • ଲୁଜିଂ ଗେମ୍ମା (୨୦୦୬)
  • ଫେରି ଟେଲ୍‌ସ୍ (୨୦୦୮)
  1. "Bikini babe, Koel Purie?". The Times of India. 11 July 2008.
  2. "Koel Purie hot photos: The 'Rock On!' actress' steamy bikini looks are just too hot to handle!". Archived from the original on 29 April 2021.
  3. ୩.୦ ୩.୧ Roy, Amit (17 December 2004). "Red Hot". The Telegraph. Archived from the original on 28 January 2005. Retrieved 13 May 2011.
  4. "In Japan with Koel". Koël Purie Rinchet (in ଇଂରାଜୀ). Retrieved 2024-02-20.
  5. Wiseman, Andreas (2020-11-17). "William Dalrymple & Anita Anand's Book 'Koh-I-Noor: The History Of The World's Most Infamous Diamond' Optioned For Drama Series Adaptation". Deadline (in ଆମେରିକୀୟ ଇଂରାଜୀ). Retrieved 2024-06-29.

ବାହାର ଲିଙ୍କ୍

[ସମ୍ପାଦନା]