କେ. ବାଳଭାରତୀ
ଦେଖଣା
କେ. ବାଳଭାରତୀ | |
|---|---|
![]() | |
| ବିଧାୟିକା: ତାମିଲନାଡ଼ୁ ବିଧାନ ସଭା | |
| କାର୍ଯ୍ୟକାଳ ୧୪ ମଇ ୨୦୦୧ – ୨୦ ମଇ ୨୦୧୬ | |
| ପୂର୍ବ ଅଧିକାରୀ | ଆର୍. ମନିମରନ |
| ପର ଅଧିକାରୀ | ଡିଣ୍ଡିଗୁଲ ସି. ଶ୍ରୀନିବାସନ |
| ନିର୍ବାଚନ ମଣ୍ଡଳୀ | ଡିଣ୍ଡିଗୁଲ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | କେ. ନାଗଲକ୍ଷ୍ମୀ[୧] ୩୦ ମାର୍ଚ୍ଚ ୧୯୬୩ କାଥିରନମପଟ୍ଟି, ଡିଣ୍ଡିଗୁଲ, ମାଡ୍ରାସ, ଭାରତ[୨] |
| ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) |
କେ. ବାଳଭାରତୀ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଜଣେ ରାଜନୀତିଜ୍ଞ ଭାବରେ ତାମିଲନାଡ଼ୁ ରାଜନୀତିରେ ସକ୍ରିୟ ଥିଲେ ଏବଂ ୨୦୦୧ ମସିହାରୁ ୨୦୧୬ ଯାଏଁ ତାମିଲାନଡ଼ୁ ବିଧାନ ସଭାକୁ ୩ ଥର ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ ।[୩][୪]
୨୦୧୬ ମସିହାରେ, ସେ ରାଜନୀତିରେ ସନ୍ୟାସ ନେଇଥିଲେ ଏବଂ ସେ ଜିତୁଥିବା ଡିଣ୍ଡିଗୁଲ ବିଧାନ ସଭା ଆସନରୁ ଏଡିଏମ୍କେ ଦଳର ପ୍ରାର୍ଥୀ ବିଜୟୀ ହୋଇ ତାମିଲନାଡ଼ୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ "கவிதையையும் வாளாக ஏந்திய ஒரு போராளியின் படைப்புகள் -அ. குமரேசன்". Theekkathir (in ତାମିଲ୍). 18 September 2021.[permanent dead link]
- ↑ "3 Times in Assembly, 30 Yrs in Public life, She Never Calls It a Day". 6 March 2016.
- ↑ "List of MLAs from Tamil Nadu 2011" (PDF). Government of Tamil Nadu. Retrieved 2017-04-26.
- ↑ 2006 Tamil Nadu Election Results, Election Commission of India
- ↑ "15th Assembly Members". Government of Tamil Nadu. Retrieved 2017-04-26.
