Jump to content

କେ. କେ. ସୌନ୍ଦର

ଉଇକିପିଡ଼ିଆ‌ରୁ
କେ. କେ. ସୌନ୍ଦର
ଜନ୍ମ
ସୌନ୍ଦର

୧୯୨୫
ଇରୋଡେ
ମୃତ୍ୟୁ୮ ଫେବୃଆରୀ ୨୦୦୩(୨୦୦୩-୦୨-୦୮) (୭୮)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୫୦-୨୦୦୨

କେ. କେ. ସୌନ୍ଦର (୧୯୨୫-୨୦୦୩) ଜଣେ ଭାରତୀୟ ତାମିଲ କଥାଚିତ୍ର ଅଭିନେତା । ସେ ବଳବାନ ଓରୁବାନ, ସର୍ବାଧିକାରୀ ଓ ଅଲିବାବୁମ ୪୦ ତିରୁଦାରଗାଲୁମ ଆଦି କଥାଚିତ୍ର ପାଇଁ ଜାଣାଶୁଣା । ୧୯୫୦ରୁ ୧୯୯୦ ଦଶକ ପର୍ଯ୍ୟନ୍ତ ସେ ତାମିଲ କଥାଚିତ୍ରରେ ଅନେକ ଚରିତ୍ର ଭୂମିକାରେ ଅଭିନୟ କରିଥିଲେ ।[]

  1. Features, C. E. (2024-09-19). "Sharwanand's joins hands with Sampath Nandi for his next". Cinema Express (in ଇଂରାଜୀ). Retrieved 2025-02-07.

ବାହାର ଆଧାର

[ସମ୍ପାଦନା]