କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ, ବି.ପି.ୟୁ.ଟିଦ୍ଵାରା ଅନୁବନ୍ଧିତ ଏକ କଲେଜ । ଭୁବନେଶ୍ଵର ଠାରୁ ୩୫ କିଲୋମିଟର ଦୂରରେ ଦଳେଇପୁଟ ଗାଁ ନିକଟରେ ଏହା ଅବସ୍ଥିତ । ସମ୍ବାଦର "ଆମ ଓଡ଼ିଶା ଚାରିଟେବଲ ଟ୍ରଷ୍ଟ୍" ତରଫରୁ ଏହି କଲେଜଟି ପ୍ରତିଷ୍ଠା କରା ଯାଇଛି।[୧]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]