କେଶବ ଚନ୍ଦ୍ର ମେହେର
ଦେଖଣା
(କେଶବଚନ୍ଦ୍ର ମେହେରରୁ ଲେଉଟି ଆସିଛି)
କେଶବ ଚନ୍ଦ୍ର ମେହେର | |
|---|---|
| ଜନ୍ମ | ୨୪ ଡିସେମ୍ବର ୧୯୨୪ |
| ମୃତ୍ୟୁ | ୨୦୦୮ |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ଶିକ୍ଷା | ସ୍ନାତକ |
| ବୃତ୍ତି(ସମୂହ) | ଗବେଷକ, ନାଟ୍ୟକାର ଓ ଅନୁବାଦକ |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୯୬ |
କେଶବ ଚନ୍ଦ୍ର ମେହେର (୨୪ ଡିସେମ୍ବର ୧୯୨୪–୨୦୦୮) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗବେଷକ, ଅନୁବାଦକ ଓ ବୁଣାକାର ଥିଲେ । ସେ ନିଜ ଅନୁବାଦ କୃତି କନ୍ନଡ଼ ଲଘୁକଥା ପାଇଁ ୧୯୯୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ପ୍ରଭା ଖୈତାନ, କନ୍ନଡ଼ ଲଘୁକଥା[୨]
- ପ୍ରଭା ଖୈତାନ, ଅହଲ୍ୟା
- ଦି ଓରିସାନ୍ ଆର୍ଟ ଅଫ୍ ଉଇଭିଂ ୧୯୯୫
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୬ (କନ୍ନଡ଼ ଲଘୁକଥା)[୨]
ଆଧାର
[ସମ୍ପାଦନା]- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୨୨, ୮୮୧. ISBN 81-7400-331-2.
- ↑ ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 April 2024. Retrieved 6 November 2024.