କେଶଈବାହାଲ

ଉଇକିପିଡ଼ିଆ ରୁ
Jump to navigation Jump to search

କେଶଈବାହାଲ,  ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଏକ ଗ୍ରାମ । ଏହା ଏକ ପଞ୍ଚାଯତ ଗ୍ରାମ ମଧ୍ୟ ।

Facilities[ସମ୍ପାଦନା]

ଏହି ଅଞ୍ଚଳର ଅନନ୍ୟ ଗ୍ରାମ ସବୁ ମଧ୍ୟରେ ଏହା ଉନ୍ନତ ଗ୍ରାମ ଭାବରେ ପରିଚିତ । ଏଠାରେ ଏକ କଲେଜ ସମେତ ଶିକ୍ଷା , ବାଙ୍କ ବ୍ୟବସ୍ଥା , ହସ୍ପିଟାଲ ଇତ୍ୟାଦିର ସୁବିଧା ଉପଲବ୍ଧ ହେଇଥାଏ ।

ଜନ ଆବାଦୀ[ସମ୍ପାଦନା]

ଏଠାରେ 2011 ମସିହା ଜନଗଣନା [୧]ଅନୁସାରେ ଲୋକସଂଖ୍ୟା 1734ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୮୮୧ଥିବା ସ୍ଥଳେ ମହିଳା ସଂଖ୍ୟା ୮୬୨ ଥିଲା । ଏଠାରେ ସାକ୍ଷ୍ୟରତା ହାର 73.62% ରହିଥିଲା , ଯାହା ଜାତୀୟ ହାର ଠାରୁ ଅଧିକ । ଏଠାରେ ପୁରୁଷ ସାକ୍ଷ୍ୟରତା ହାର 80.27% ଥିବା ବେଳେ ମହିଳା ସାକ୍ଷ୍ୟରତା ହାର 66.71 % ଥିଲା । 6 ବର୍ଷରୁ କମ ଆବାଦୀ 9.75 % ଥିଲା ।

References[ସମ୍ପାଦନା]

  1. http://www.census2011.co.in/data/village/381384-kesaibahal-orissa.html