କେରେକ୍
ଦେଖଣା
| କେରେକ୍ | |
|---|---|
| ନିର୍ଦ୍ଦେଶକ | ଜେପି |
| ପ୍ରଯୋଜକ | କୌଶିକ ଦାସ |
| ଚିତ୍ରନାଟ୍ୟ | ଜେପି |
| କାହାଣୀ | ଜେପି, କିରଣ |
| କଳାକାର | ଛବିଳ ପଧାନ ଲଳିତ ପୁଝାରୀ ହିମାଂଶୁ ଖମାରି ପ୍ରଦ୍ୟୁମ୍ନ ସାହୁ |
| ସଙ୍ଗୀତ | ଅନୁରାଗ ପଟ୍ଟନାୟକ |
| ଚିତ୍ରଗ୍ରହଣ | ଲିଙ୍ଗରାଜ କୁମ୍ଭାର |
| ସମ୍ପାଦକ | ଆଦିତ୍ୟ |
| ବିତରକ | ଆଓ ଏନ୍ଏକ୍ସଟି |
ମୁକ୍ତିଲାଭ ତାରିଖ | ୨୮ ଅଗଷ୍ଟ ୨୦୨୫ |
| ଦେଶ | |
| ଭାଷା | ସମ୍ବଲପୁରୀ |
କେରେକ୍ ୨୦୨୫ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ସମ୍ବଲପୁରୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ । ଜେପି ଓ କିରଣ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଜେପି ଏହାର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଛବିଳ ପଧାନ, ଲଳିତ ପୁଝାରୀ, ହିମାଂଶୁ ଖମାରି, ପ୍ରଦ୍ୟୁମ୍ନ ସାହୁ, ମୁନିଆ ପାଣିଗ୍ରାହୀ, ସ୍ୱିଟୀ, ସୋନୁ, ଅନୁପ୍ରିୟା, ମିଲନ, ଭାବତୋଷ, ରୋଷନ, ରୁଦ୍ର, ହର, ଆଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୮ ଅଗଷ୍ଟ ୨୦୨୫ରେ ଆଓ ଏନ୍ଏକ୍ସଟିରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ଛବିଳ ପଧାନ
- ଲଳିତ ପୁଝାରୀ
- ହିମାଂଶୁ ଖମାରି
- ପ୍ରଦ୍ୟୁମ୍ନ ସାହୁ
- ମୁନିଆ ପାଣିଗ୍ରାହୀ
- ସ୍ୱିଟୀ
- ସୋନୁ
- ଅନୁପ୍ରିୟା
- ମିଲନ
- ଭାବତୋଷ
- ରୋଷନ
- ରୁଦ୍ର
- ହର
- ଆଶିଷ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁରାଗ ପଟ୍ଟନାୟକ ।
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କେରେକ୍