Jump to content

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

ଉଇକିପିଡ଼ିଆ‌ରୁ
କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର
ପୁରସ୍କାରIndian Rupee ₹ ୫୦,୦୦୦
ମୁଖ୍ୟ ୱେବସାଇଟଅଧିକାରିକ ୱେବ୍‌ସାଇଟ୍
← କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର · ମୂଳ · ବାଲ ସାହିତ୍ୟ ପୁରସ୍କାର →

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଯାହାକି ଯୁବ ପୁରସ୍କାର ଭାବରେ ମଧ୍ୟ ଜଣାଶୁଣା, ଭାରତରେ ପ୍ରଦାନ କରାଯାଉଥିବା ଏକ ସାହିତ୍ୟ ପୁରସ୍କାର ଅଟେ । ଏହା ସାହିତ୍ୟ ଏକାଡେମୀ ଦ୍ୱାରା ଭାରତର ନ୍ୟାସନାଲ୍ ଏକାଡେମୀ ଅଫ୍ ଲେଟର୍‌ସ୍ ଦ୍ୱାରା ୨୪ଟି ଭାଷାରେ ୩୫ ବର୍ଷରୁ କମ୍ ବୟସର ଯୁବ ସାହିତ୍ୟିକମାନଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ୨୦୧୧ ମସିହାରୁ ପ୍ରଦାନ କରାଯାଇ ଆସୁଛି । ଏହି ପୁରସ୍କାରରେ ନଗଦ ୫୦,୦୦୦ ଟଙ୍କା ଏବଂ ତାମ୍ରଫଳକ ବିଶିଷ୍ଟ ଏକ ଟ୍ରଫି ପ୍ରଦାନ କରାଯାଇଥାଏ ।[]

ପୁରସ୍କାର ପ୍ରଦାନ କରାଯାଉଥିବା ଭାଷା

[ସମ୍ପାଦନା]

ଓଡ଼ିଆ ଭାଷାର ପୁରସ୍କାର

[ସମ୍ପାଦନା]
ବର୍ଷ ଲେଖକ/ଲେଖିକା ବହି ଶୈଳୀ ଆଧାର
୨୦୧୧ ଗାୟତ୍ରୀବାଳା ପଣ୍ଡା ଗାଁ କବିତା
୨୦୧୨ ସୃଷ୍ଟିଶ୍ରୀ ନାଏକ ଭିନ୍ନ ଉପବନ କ୍ଷୁଦ୍ର ଗଳ୍ପ
୨୦୧୩ କ୍ଷେତ୍ରବାସୀ ନାଏକ ଦାଦନ କ୍ଷୁଦ୍ର ଗଳ୍ପ
୨୦୧୪ ନରେନ୍ଦ୍ର ଭୋଇ ପୀଡ଼ା ପର୍ବ କବିତା
୨୦୧୫ ସୁଜିତ କୁମାର ପଣ୍ଡା ମାନସାଙ୍କ କ୍ଷୁଦ୍ର ଗଳ୍ପ
୨୦୧୬ ଜ୍ଞାନୀ ଦେବାଶିଷ ମିଶ୍ର ଦାଗ କବିତା
୨୦୧୭ ସୂର୍ଯ୍ୟସ୍ନାତ ତ୍ରିପାଠୀ ଏ ସମ୍ପର୍କ ଏମିତି କବିତା
୨୦୧୮ ଜୟଦ୍ରଥ ସୁନା ଶୋଷ କବିତା []
୨୦୧୯ ଶିଶିର ବେହେରା ବିମୁଗ୍ଧ ଉଚ୍ଚାରଣ ସମାଲୋଚନା ପୁସ୍ତକ
୨୦୨୦ ଚନ୍ଦ୍ରଶେଖର ହୋତା ଚେତନାର ଅନ୍ୱେଷଣ ପ୍ରବନ୍ଧ []
୨୦୨୧ ଦେବବ୍ରତ ଦାସ ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ କ୍ଷୁଦ୍ର ଗଳ୍ପ [][][]
୨୦୨୨ ଦିଲ୍ଲୀପ ବେହେରା ଲଣ୍ଠନ କ୍ଷୁଦ୍ର ଗଳ୍ପ
୨୦୨୩ ଡିଲେଶ୍ୱର ରଣା ସେଁର୍‌ରା କ୍ଷୁଦ୍ର ଗଳ୍ପ
୨୦୨୪ ସଞ୍ଜୟ କୁମାର ପଣ୍ଡା ହୁ ବାଇଆ କ୍ଷୁଦ୍ର ଗଳ୍ପ [][][]
  1. "Some Sahitya Yuva Puraskar awardees 'condemn' intolerance". timesofindia-economictimes. 2015-11-19. Archived from the original on 9 June 2016. Retrieved 2016-05-05.
  2. "Sahitya Akademi announces Bal, Yuva Puraskar for 2018". www.thequint.com. 2018-06-22. Retrieved 1 December 2022.
  3. "Sahitya Akademi announces Bal Sahitya Puraskar, Yuva Puraskar 2020". www.deccanherald.com. 2021-03-12. Retrieved 1 December 2022.
  4. "Sahitya Akademi announces winners of Yuva Puraskar, Bal Sahitya Puraskar 2021". indianexpress.com. 31 December 2021.
  5. "Sahitya Akademi Awards, Yuva Puraskar and Bal Sahitya Puraskar 2021 announced". timesofindia.indiatimes.com. timesofindia.com. 2021-12-30. Retrieved 22 November 2022.
  6. "Sahitya Akademi announces winners of Yuva Puraskar, Bal Sahitya Puraskar 2021". staging.theprint.in. 2021-12-31. Archived from the original on 2022-11-22. Retrieved 22 November 2022.
  7. "Sahitya Akademi announces Yuva Puraskar, Bal Sahitya Puraskar winners for 2024". www.thehindu.com. 15 June 2024. Retrieved 15 June 2024.
  8. "Sahitya Akademi announces Yuva Puraskar, Bal Sahitya Puraskar winners for 2024". economictimes.indiatimes.com. 15 June 2024. Retrieved 15 June 2024.
  9. "Sahitya Akademi announces Yuva Puraskar, Bal Sahitya Puraskar winners for 2024". theprint.in. 15 June 2024. Retrieved 15 June 2024.