Jump to content

କେତନ କରାଣ୍ଡେ

ଉଇକିପିଡ଼ିଆ‌ରୁ
କେତନ କରାଣ୍ଡେ
ଜନ୍ମ (1978-04-07) ୭ ଅପ୍ରେଲ ୧୯୭୮ (ବୟସ ୪୭)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୪–ଏବେଯାଏଁ

କେତନ କରାଣ୍ଡେ (ଜନ୍ମ: ୭ ଅପ୍ରେଲ ୧୯୭୮) ଜଣେ ଭାରତୀୟ ଅଭିନେତା ।[] ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସୋନି ଟିଭିରେ ପ୍ରସାରିତ ଧାରାବାହିକ ସୂର୍ଯ୍ୟପୁତ୍ର କର୍ଣ୍ଣରେ ଭୀମ ଭୂମିକାରେ ଏବଂ ୨୦୧୩ ମସିହାରେ, ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ମହାଭାରତରେ ଘଟୋତ୍କଚରେ ଘଟୋତ୍କୋଚ ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[] ସେ ଥଗ୍‌ସ୍ ଅଫ୍ ହିନ୍ଦୁସ୍ତାନରେ ଅମିର ଖାଁଅମିତାଭ ବଚ୍ଚନଙ୍କ ସହ କାମ କରିଥିଲେ ଏବଂ ଆକ୍ସନ ଜାକ୍ସନରେ ଅଜୟ ଦେବଗନଙ୍କ ସହ କାମ କରିଥିଲେ ।[][]

ଅଭିନୟ ଜୀବନ

[ସମ୍ପାଦନା]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍
୨୦୦୪ – ୨୦୦୫ କର୍ମା ଯକ୍ଷ ଷ୍ଟାର୍ ପ୍ଲସ୍
୨୦୧୨ – ୨୦୧୩ ଅର୍ଜୁନ ଏସ୍ଆଇ ଛୋଟୁ ଷ୍ଟାର୍ ପ୍ଲସ
୨୦୧୩ ଯୋଦ୍ଧା ଆକବର ଖୈବର ଜୀ ଟିଭି
୨୦୧୪ ମହାଭାରତ ଘଟୋତ୍କଚ ଷ୍ଟାର୍ ପ୍ଲସ୍
ହର୍ ମୁସ୍କିଲ୍ କା ହଲ୍ ଆକବର ବିର୍‌ବଲ୍ - ବିଗ୍ ମ୍ୟାଜିକ୍
୨୦୧୫ – ୨୦୧୬ ସୂର୍ଯ୍ୟପୁତ୍ର କର୍ଣ୍ଣ ଭୀମ ସୋନି ଟିଭି
୨୦୧୫ ଚିଡ଼ିୟା ଘର ସବ୍ ଟିଭି[]
୨୦୧୯ ବିଘ୍ନହର୍ତ୍ତା ଗଣେଶ ଶୁମ୍ଭ ସୋନି ଟିଭି[]
ଶ୍ରୀମଦ ଭଗବତ ମହାପୁରାଣ ବାଳୀ / ସୁଗ୍ରୀବ କଲର୍ସ ଟିଭି
ରାଧାକ୍ରିଷ୍ଣା ହିରଣ୍ୟକଶିପୁ ଷ୍ଟାର୍ ଭାରତ
୨୦୨୦ ତେନାଲି ରାମା ଭର୍କମ ସବ୍ ଟିଭି
୨୦୨୧ ବାଲବୀର ରିଟର୍ଣ୍ଣସ୍ ତେଜନ ପେହଲୱାନ
୨୦୨୩ – ଏବେଯାଏଁ ଶିବ ଶକ୍ତି – ତପ ତ୍ୟାଗ ତାଣ୍ଡବ ନନ୍ଦୀ କଲର୍ସ ଟିଭି
୨୦୨୪ ସୁହାଗନ୍ ଶେରା

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୪ ମୁଝ୍‌ସେ ସାଦି କରେଗି ରକି
୨୦୦୭ ଫୁଲ୍ ଆଣ୍ଡ ଫାଇନାଲ୍
୨୦୦୮ ଗଡ୍ ତୁସି ଗ୍ରେଟ୍ ହୋ ବଡି ବିଲ୍ଡର୍
୨୦୧୧ ସାରଥୀ -
୨୦୧୩ ରେସ୍ ୨ -
୨୦୧୪ ଆକ୍ସନ ଜାକ୍ସନ - ଜାଭିଅର୍‌ଙ୍କ ହେଞ୍ଚମ୍ୟାନ୍
୨୦୧୬ ଗେଟ୍ ଗ୍ରାଣ୍ଡ୍ ମସ୍ତି
୨୦୧୮ ଥଗ୍‌ସ୍ ଅଫ୍ ହିନ୍ଦୂସ୍ତାନ ଭୀମା []
୨୦୧୯ ଭାରତୀ କନ୍ନଡ଼ କଥାଚିତ୍ର
ପାନିପତ
୨୦୨୨ ଜେମ୍ସ ଜୋଶେଫ ଆଣ୍ଟୋନି ଗ୍ୟାଙ୍ଗ ମେମ୍ବର କନ୍ନଡ଼ କଥାଚିତ୍ର
  1. Times Of India (3 February 2015). "Dynamic Ketan karande all set for a powerful performance on BIG MAGIC". www.timesofindia.indiatimes.com.
  2. IWMBuzz (18 February 2019). "Ayaan Zubair, Ketan karande, Kunal Bakshi and Kajal Jain on Colors Show Shreemad Bhagwat". www.iwmbuzz.com.
  3. Times Of India (9 March 2016). "Bodybuilder Ketan karande to enter in Thapki Pyaar Ki". www.timesofindia.indiatimes.com.
  4. PinkVilla. "Chidiya Ghar Ketan Karande spread joy in Chidiya Ghar". www.pinkvilla.com. Archived from the original on 2015-07-07. Retrieved 2025-09-23.
  5. Times Of India (25 February 2015). "Bodybuilder Ketan Karande to enter in Chidiya Ghar". www.timesofindia.indiatimes.com.
  6. IWMBuzz (21 June 2018). "High levels fitness got Asur role in Vighnaharta Ganesh, says Ketan karande". www.iwmbuzz.com.
  7. Bollywood Helpline. "Ketan Karande when i am hungry i get really cranky and angry". www.bollywoodhelpline.com.[permanent dead link]

ବାହାର ଲିଙ୍କ୍

[ସମ୍ପାଦନା]