Jump to content

କୃଷ୍ଣକାନ୍ତ ଗୋସ୍ୱାମୀ

ଉଇକିପିଡ଼ିଆ‌ରୁ
କୃଷ୍ଣକାନ୍ତ ଗୋସ୍ୱାମୀ
୨୦୨୨ ମସିହାରେ ଗୋସ୍ୱାମୀ
ଜନ୍ମ
କୃଷ୍ଣକାନ୍ତ ଗୋସ୍ୱାମୀ

(1973-09-03) ୩ ସେପ୍ଟେମ୍ବର ୧୯୭୩ (ବୟସ ୫୨)
ଜାତୀୟତାଭାରତୀୟ
ଅନ୍ୟ ନାମକେକେ ଗୋସ୍ୱାମୀ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୭–ଏବେଯାଏଁ
ଉଚ୍ଚତା1.15 m (3 ft 9 in)
ବୈବାହିକ-ସାଥୀପିଙ୍କୁ ଗୋସ୍ୱାମୀ
ସନ୍ତାନ

କୃଷ୍ଣକାନ୍ତ ଗୋସ୍ୱାମୀ ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ଏହା ବ୍ୟତୀତ, ସେ ଗୁଜରାଟୀ, ମରାଠୀ ଓ ଭୋଜପୁରୀ କଥାଚିତ୍ର ଜଗତ ଓ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି ।[][][] ଭାରତୀୟ ବାମନ ଅଭିନେତାମାନଙ୍କ ମଧ୍ୟରୁ ସେ ଜଣେ ଅଟନ୍ତି ।[][][]

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୬ ଭୁତ୍ ଅଙ୍କଲ୍ ଟିଙ୍ଗୁ
୨୦୦୭ ଔର୍ ପପ୍ପୁ ପାସ୍ ହୋ ଗୟା
୨୦୨୦ ରାମ୍ ସିଂହ ଚାର୍ଲି କଟ୍

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୧୯୯୭ ଶକ୍ତିମାନ ଖଲ୍ଲି/ବଲ୍ଲି ଦ୍ୱେତ ଭୂମିକା
୨୦୦୧–୨୦୦୩ ଜୁନିଅର୍ ଜି ବୋନାପାର୍ଟ
୨୦୦୨–୨୦୦୪ ଶାକା ଲାକା ବୁମ୍ ବୁମ୍ କ୍ରିଷ୍ଟାଲ୍
୨୦୦୨–୨୦୦୩ ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧା ବିଭିନ୍ନ ଚରିତ୍ର
୨୦୦୨–୨୦୦୪ ସସଃହହହ...କୋଇ ହୈ ଗବ୍‌ରୁ (ଗବ୍‌ରାଲ୍)
୨୦୦୩–୨୦୦୪ ବିକ୍ରାଲ ଔର୍ ଗବ୍ରାଲ୍[]
୨୦୦୩–୨୦୦୬ ଶରାରତ୍ ଫୁଲ୍ଲୁ
୨୦୦୪ ମାଜୁବା କା ଅଜୁବା ବାଗଦମ୍ ବୁତା
୨୦୦୫ ଅକ୍କ୍ଡ଼ ବକ୍କଡ଼ ବମ୍ବେ ବୋ ଗପ୍ପୁର ପୁତୁରା
୨୦୦୭–୨୦୦୮ ସସଃହହହ...ଫିର୍ କୋଇ ହୈ ଗୋଃ
୨୦୧୦–୨୦୧୩ ଗୁଟର୍ ଗୁ ପପ୍ପୁ ମହାରାଜା
୨୦୧୩–୨୦୧୮ ସି. ଆଇ. ଡି. ଢେଞ୍ଚୁ
୨୦୧୫ ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ ବରାହମିହିର
୨୦୧୫–୨୦୧୭ ଶଙ୍କଟମୋଚନ ମହାବଳୀ ହନୁମାନ ଅତିବଳ
୨୦୧୬–୨୦୧୭ ଭାବି ଜୀ ଘର୍ ପର୍ ହୈ![] ବିଭିନ୍ନ ଚରିତ୍ର
୨୦୧୭ ତ୍ରିଦେବୀୟାଁ ମିଶାଇଲ୍ ଚୋର
  1. "Gutur Gu actor K K Goswami reveals he's out of work for 6 years, seeks help from Ektaa Kapoor". India Today (in ଇଂରାଜୀ). 17 April 2023. Retrieved 2023-12-02.
  2. "Shaktimaan Actor KK Goswami Struggling to Make Ends Meet: Waiting For Good Work". www.india.com (in ଇଂରାଜୀ). Retrieved 2024-01-16.
  3. "Pics: K. K. Goswami shares BTS from the Bhojpuri film 'Mang Bharo Sajna'". The Times of India. 2023-09-12. ISSN 0971-8257. Retrieved 2024-03-23.
  4. "3 फुट के इस अभिनेता का टीवी पर राज, दोगुनी लंबी इस युवती से ऐसे हुई थी लव मैरिज" [This 3 feet actor rules the TV, this is how love marriage happened with this double tall girl]. Amar Ujala (in ହିନ୍ଦୀ).
  5. "Shaktimaan's K K Goswami laments having no work: Kabhi socha nahi tha ki mere pass shows hi nahi honge; reveals reaching out to Ekta Kapoor". Hindustan Times. 17 April 2023.
  6. "Gutur Gu Fame KK Goswami's Car Catches Fire In Mumbai. Police Initiate Probe". TimesNow (in ଇଂରାଜୀ). 2023-04-15. Retrieved 2024-01-16.
  7. "Out Of Work Since 6 Years, 'Vikraal Aur Gabraal' Actor KK Goswami Struggles To Make Ends Meet". IndiaTimes (in Indian English). 2023-04-17. Retrieved 2023-12-02.
  8. "K.K. Goswami enters Bhabi Ji Ghar Par Hai!". 26 June 2016. Archived from the original on 27 June 2016.

ବାହାର ଲିଙ୍କ୍

[ସମ୍ପାଦନା]