କୃଷକ କ୍ଷେତ୍ର ଦିବସ

ଉଇକିପିଡ଼ିଆ ରୁ
Jump to navigation Jump to search

ପ୍ରତିବର୍ଷ ଡିସେମ୍ବର ୨୦କୁ କୃଷକ କ୍ଷେତ୍ର ଦିବସ ରୂପେ ପାଳନ କରାଯାଏ । ଏହି ଦିବସରେ ବୈଜ୍ଞାନିକ ପଦ୍ଧତିରେ ଓ ବୈଷିୟିକ ଜ୍ଞାନ କୈଶଳରେ ଜୀବାଣୁ ସାର ପ୍ରୟୋଗ ସହ ସମନ୍ନିତ କୀଟ ପରିଚାଳନା, ଧାଡ଼ି ରୂଆ, ଉନ୍ନତ ପ୍ରଣାଳୀରେ ଚାଷ, ଖାଦ୍ୟ ସାର ପରିଚାଳନା ମାଧ୍ୟମରେ ଚାଷ ଏବଂ ଉନ୍ନତ ବିହନ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଏ ।[୧]

ଆଧାର[ସମ୍ପାଦନା]

  1. "କୃଷକ କ୍ଷେତ୍ର ଦିବସ ପାଳିତ ,ଧାଡିରୁଅା ଉପରେ ଗୁରୁତ୍ୱ".