କୁହୁଡ଼ି (ଗାଆଁ)
ଦେଖଣା
(କୁହୁଡିରୁ ଲେଉଟି ଆସିଛି)
କୁହୁଡି | |
|---|---|
ଗ୍ରାମ | |
| ଓଡ଼ିଶାରେ ଅବସ୍ଥାନ ଓଡ଼ିଶାରେ ଅବସ୍ଥାନ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଖୋର୍ଦ୍ଧା |
| ପଞ୍ଚାୟତ ସମିତି | କୁହୁଡି ପଞ୍ଚାୟତ ସମିତି |
| ଗ୍ରାମ ପଞ୍ଚାୟତ | ସୋରଣ ଗ୍ରାମ ପଞ୍ଚାୟତ |
| ତହସିଲ | ଟାଙ୍ଗୀ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୨୦୨୭[୧] |
| Area code | +୦୬୭୫୬ |
| ଯାନବାହାନ ପଞ୍ଚୀକରଣ | OD/୦୨ |
କୁହୁଡି ଗାଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଖୁର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ
[ସମ୍ପାଦନା]- ନିକଟତମ ରେଳ ଷ୍ଟେସନ: କୁହୁଡି ରେଳ
- ନିକଟତମ ବସ ସେବା: କୁହୁଡି
ଶିକ୍ଷା
[ସମ୍ପାଦନା]ଗ୍ରାମରେ ଜନତା ଉଚ୍ଚ ବିଦ୍ୟାଳୟ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ତିନିଟି ପ୍ରାଥମିକ ବିଦ୍ୟାଳୟ ଅଛି । ନିକଟତମ ମହାବିଦ୍ୟାଳୟ ଜନତା ମାହାବିଦ୍ୟାଳୟ ।
ମନୋରଞ୍ଜନ
[ସମ୍ପାଦନା]- ଗ୍ରାମରେ ପ୍ରତି ବର୍ଷ ଜନତା ଉଚ୍ଚ ବିଦ୍ୟାଳୟଠାରେ ମାହାବୀର ଫୁଟବଲ୍ କପ ଖେଳାଜାଏ ଯେଉଂଠି ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଯୋଗୀମାନେ ଭାଗ ନିଅନ୍ତି।
- ଗ୍ରାମରେ ଏକ ସିନେମା ହଲ୍ ଭି ଅଛି।