କୁଶ (ରାମାୟଣ)

ଉଇକିପିଡ଼ିଆ‌ରୁ
(କୁଶ ( ରାମାୟଣ )ରୁ ଲେଉଟି ଆସିଛି)
Kusha
Kusha, one of Rama and Sita's twin sons

କୁଶ  ଓ ତାଙ୍କର ଯାଆଁଳା ଭାଇ ଲବ ମହାପୁରାଣର ରାମ ଓ ସୀତାଙ୍କ ପୁତ୍ର ଥିଲେ । ପ୍ରାଚୀନ ସମୟରେ " କସୁର" ନାମକ ରାଜ୍ୟ ଗଠନ କରି ତାହାର ରାଜା ହେଇଥିଲେ ।[୧] ତାଙ୍କ ଯାଁଳା ଭାଇ ଲବ "ଲାହୋର" ରାଜ୍ୟ ସ୍ଥାପନ କରିଥିଲେ । 

ଖ୍ରୀଷ୍ଟ ପୂର୍ବ ୩୨୦ ମସିହାରୁ ୧୮୫ ମସିହା ଯାଏ ବାରାନଶୀ ଓ ଭାରତୀୟ ଉପମହାଦେଶର ଅଧିକାଂଶ ଅଞ୍ଚଳକୁ ଶାସନ କରିଥିବା ମୌର୍ଯ୍ୟ ରାଜବଂଶ କୁଶଙ୍କ ବଂଶୋଦ୍ଭବ ହେଇଥିବାରା କୁହାଯାଇଥାଏ । 

 ଜନ୍ମ ଓ ବାଲ୍ୟକାଳ [ସମ୍ପାଦନା]

ଲବ ଓ କୁଶକୁ ଯୁଦ୍ଧ ବିଦ୍ୟା ଶିଖାଉଥିବା ରାମ 

ରାମାୟଣ ଅନୁସାରେ ସିତା ଗର୍ଭବତୀ ଥିବା ସମୟରେ ଲୋକ ବାଦ ଯୋଗୁଁ ତାଙ୍କୁ ବନବାସରେ ଯିବାକୁ ହେଇଥିଲା । ସେ ଅରଣ୍ୟରେ ବାଲ୍ମୀକି ଋଷିଙ୍କ ଆଶ୍ରମରେ ରହିଲେ । ତମଶା ନଦୀ କୂଳରେ[୨] ଥିବା ସେହି ଆଶ୍ରମରେ ଲବ ଓ କୁଶଙ୍କ ଜନ୍ମ ହେଇଥିଲା । ମହର୍ଷି ବାଲ୍ମୀକି ସେମାନଙ୍କ ଲାଳନ ପାଳନ ଦେଖିବା ସହ ସେମାନେ ବଡ଼ ହେଲା ପରେ ତାଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । 

ଅଶ୍ୱମେଧ ଯଜ୍ଞ[ସମ୍ପାଦନା]

ଜନ୍ମ ଓ ବାଲ୍ୟକାଳ [ସମ୍ପାଦନା]

ରାମ ଯେତେବେଳେ ଅଶ୍ୱମେଧ ଯଜ୍ଞ କାଲେ ମହର୍ଷି ବାଲ୍ମୀକି ଲବ ଓ କୁଶଙ୍କୁ ଧରି ସେଟାକୁ ଯାଇଥିଲେ । ସେହି ସ୍ଥଳରେ ଲବ ଓ କୁଶ "ରାମାୟଣ" ମୂଳରୁ ପଠନ କରିଥିଲେ । ସୀତାଙ୍କ ବିଷୟ ଆସିବା ପରେ ରାମ ଦୁଖରେ ଜର୍ଜରିତା ହେଇଗଲେ ଓ ଅନୁତାପ କଲେ । ସେହି ସମୟରେ ବାଲ୍ମୀକି ସୀତାଙ୍କୁ ଆଣି ରାମଙ୍କୁ ପ୍ରଦାନ କାଲେ । କିନ୍ତୁ ତଥାପି ରାମ ଲୋକ ବାଦର ଭ୍ରମ ଏଡେଇବାକୁ ସୀତାଙ୍କୁ ଅଗ୍ନି ପରିକ୍ଷା ଦେବାକୁ କହି ତାହା ପରେ ଗ୍ରହଣ କଲେ । 

ପରବର୍ତ୍ତୀ ଇତିହାସ [ସମ୍ପାଦନା]

ରାମଙ୍କ ଅନ୍ତେ ଲବ ଓ କୁଶ "ଲବପୁରୀ" ଓ "କସୁର" ନାମକ ରାଜ୍ୟ ସ୍ଥାପନ କରି ରାଜୁତି କରିଥିଲେ । କେତେକଙ୍କ ମତରେ କସୁର ଆଧୁନିକ କୁଶୀନଗରଠାରେ ଥିଲା ଓ ତାହାର ନାମ କୁଶବତୀ ଥିଲା । ଏକ ସମୟରେ ଏହା କଳିଙ୍ଗ ସମ୍ଭ୍ରାଜୀରେ ଥିଲା । 


ଆଧାର [ସମ୍ପାଦନା]

  1. Nadiem, Ihsan N. "Kasur ancient name". Punjab, Pg.111. Google Books.
  2. Vishvanath Limaye (1984). Historic Rama of Valmiki. Gyan Ganga Prakashan.