କୁଶୁପଙ୍ଗା

ଉଇକିପିଡ଼ିଆ ରୁ
Jump to navigation Jump to search
କୁଶୁପଙ୍ଗା
ଗ୍ରାମ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଢେଙ୍କାନାଳ ଜିଲ୍ଲା
ଜନସଂଖ୍ୟା
ଭାଷା
 • ସରକାରୀଓଡ଼ିଆ
ଆଇ.ଏସ୍.ଟି (UTC+୫.୩୦)
ପିନ କୋଡ଼୭୫୯୧୨୧

କୁଶୁପଙ୍ଗା ଗ୍ରାମଟି ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳି ଠାରୁ ୧୦ କି.ମି ଦୁରରେ ଅବସ୍ଥିତ । ଏହି ଗ୍ରାମରେ ୨୫୦୦ ଲୋକ ବାସ କରନ୍ତି । ଏହା ବ୍ରାହ୍ମଣି ନଦୀ କୁଳରେ ଅବସ୍ଥିତ । ଏଠାରେ ୬ରୁ ୭ ଜାତିର ଲୋକ ବସବାସ କରନ୍ତି ।

ଜୀବିକା[ସମ୍ପାଦନା]

ଗ୍ରାମବାସୀମାନେ ସାଧାରଣତଃ ଚାଷ ଏବଂ ଗ୍ରାମ ନିକଟସ୍ଥ କମ୍ପାନୀ ଯଥା: ଭୂଷଣ, BRG, GMR, ନାଲାକୋ ଇତ୍ୟାଦି ଉପରେ ନିର୍ଭର କରି ଚଳନ୍ତି । କେତେକ ଲୋକ ମାଛ ଚାଷ ଉପରେ ନିର୍ଭର କରିଥାନ୍ତି ଆଉ କିଛି ଲୋକ ପନିପରିବା ବେପାର କରିଥାନ୍ତି ।

ପର୍ବ ପର୍ବାଣୀ[ସମ୍ପାଦନା]