କୁଶୁପଙ୍ଗା
ଦେଖଣା
କୁଶୁପଙ୍ଗା | |
|---|---|
ଗ୍ରାମ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଢେଙ୍କାନାଳ ଜିଲ୍ଲା |
| Population | |
| • Total | ୨୫୦୦ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+୫.୩୦ (ଆଇ.ଏସ୍.ଟି) |
| ପିନ୍ | ୭୫୯୧୨୧ |
କୁଶୁପଙ୍ଗା ଗ୍ରାମଟି ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳିଠାରୁ ୧୦ କି.ମି ଦୁରରେ ଅବସ୍ଥିତ । ଏହି ଗ୍ରାମରେ ୨୫୦୦ ଲୋକ ବାସ କରନ୍ତି । ଏହା ବ୍ରାହ୍ମଣି ନଦୀ କୁଳରେ ଅବସ୍ଥିତ । ଏଠାରେ ୬ରୁ ୭ ଜାତିର ଲୋକ ବସବାସ କରନ୍ତି ।
ଜୀବିକା
[ସମ୍ପାଦନା]ଗ୍ରାମବାସୀମାନେ ସାଧାରଣତଃ ଚାଷ ଏବଂ ଗ୍ରାମ ନିକଟସ୍ଥ କମ୍ପାନୀ ଯଥା: ଭୂଷଣ, BRG, GMR, ନାଲାକୋ ଇତ୍ୟାଦି ଉପରେ ନିର୍ଭର କରି ଚଳନ୍ତି । କେତେକ ଲୋକ ମାଛ ଚାଷ ଉପରେ ନିର୍ଭର କରିଥାନ୍ତି ଆଉ କିଛି ଲୋକ ପନିପରିବା ବେପାର କରିଥାନ୍ତି ।