କୁଲୁବାନ
ଦେଖଣା
| ପରଷା | ପାର୍ଶ୍ୱ ଖାଦ୍ୟ |
|---|---|
| ମୂଳ ସ୍ଥାନ | ଇଣ୍ଡୋନେସିଆ |
| ଅଞ୍ଚଳ ବା ରାଜ୍ୟ | ମଧ୍ୟ ଜାଭା |
| ଆରମ୍ଭ | ମଧ୍ୟ ଜାଭା |
| ପରଷିବା ଉତ୍ତାପ | ପ୍ରାୟତଃ ମୁଖ୍ୟ ଖାଦ୍ୟ ସହିତ ପରୋସା ଯାଏ |
| ମୁଖ୍ୟ ଉପାଦାନ | ପରିବା ସିଝା ସାଲଡ, ଖଣ୍ଡ ଖଣ୍ଡ ନଡ଼ିଆ ମସଲା |
କୁଲୁବାନ ମଧ୍ୟ ଜାଭାର ଏକ ପାରମ୍ପରିକ ଖାଦ୍ୟ ଅଟେ ।[୧] 'କୁଲୁବାନ"କୁ ଶାକାହାରୀ ଭୋଜନ ପାଇଁ କିମ୍ବା ପାର୍ଶ୍ୱ ଖାଦ୍ୟରେ ସାଲଡ ରୂପେ ଖିଆଯାଏ । "କୁଲୁବାନ" ପ୍ରାଚୀନ ଜାଭାନିଜ୍ ବ୍ୟଞ୍ଜନରୁ ଏକ ଅଟେ, କାରଣ ଏହାର ଉଲ୍ଲେଖ ୯ [୧୯ ଶତାବ୍ଦୀ ସି.ଇ] ପାଖାପାଖି ମେଦାଙ୍ଗ ସାମ୍ରାଜ୍ୟର ଶିଳାଲେଖରେ ।[୨]
ସାମଗ୍ରୀ
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2011-11-12. Retrieved 2018-09-30.
{{cite web}}: Cite has empty unknown parameter:|1=(help) - ↑ "Hanya Ada Di Candi Sojiwan: Menu Hidangan Raja Mataram Kuno". TEMPO.CO (in Indonesian). 22 February 2017.
{{cite news}}: CS1 maint: unrecognized language (link)