Jump to content

କୁଲା

ଉଇକିପିଡ଼ିଆ‌ରୁ

କୁଲା ହେଉଛି ବାଉଁଶରେ ତିଆରି ଦେଇଥିବା ହାତିକାନ ପରି ଚଉଡ଼ା ପାତ୍ର ।[]

ଘରେ ବ୍ୟବହାର ହୋଇଥିବା କୁଲା

ପ୍ରସ୍ତୁତ ପ୍ରଣାଳୀ

[ସମ୍ପାଦନା]

କଞ୍ଚା ବାଉଁଶକୁ ଆଣି ପାଣିରେ ପକାଯାଏ । ଏହା ନରମ ହେଇଗଲେ ତାକୁ ବୁଣାକାରମାନେ ବୁଣି ଏକ ଆକାର ଦେଇଥାନ୍ତି ।

ବଜାରରେ ବିକ୍ରି ପାଇଁ କୁଲା ରାଖା ଯାଇଛି

ବ୍ୟବହାର

[ସମ୍ପାଦନା]

କୁଲାକୁ ବିଭିନ୍ନ କାମରେ ଲଗାଯାଇଥାଏ ଏହାକୁ ମୁଖ୍ୟତଃ ଚାଷ କାମରେ ଲଗାଯାଇଥାଏ । ଓଡ଼ିଶାରେ ଏହାକୁ ବିଭିନ୍ନ ପୂଜା ପର୍ବରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଇତିହାସ ଓ ବର୍ତ୍ତମାନ ଅବସ୍ଥିତି

[ସମ୍ପାଦନା]

ଏହାର ଉତ୍ପତ୍ତି ବିଷୟରେ କିଛି ବିଶେଷ ତଥ୍ୟ ମିଳେନାହିଁ । ବର୍ତ୍ତମାନ ବିଭିନ୍ନ ଆଧୁନିକ ଜିନିଷର ବ୍ୟବହାର ହେବା ପରେ କୁଲାର ବ୍ୟବହାର କମିବାକୁ ଲାଗିଛି ।[]