Jump to content

କୁମୁଦ ଚନ୍ଦ୍ର ଦାଶ

ଉଇକିପିଡ଼ିଆ‌ରୁ
କୁମୁଦ ଚନ୍ଦ୍ର ଦାଶ
ଜନ୍ମ(1953-06-07)୭ ଜୁନ ୧୯୫୩
ସୋମନାଥପୁର ଶାସନ, ଅନୁଗୋଳ ଜିଲ୍ଲା
ମୃତ୍ୟୁ୧୭ ମଇ ୨୦୨୬(2026-05-17) (ବୟସ ୭୨)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଧ୍ୟାପକ, ଲେଖକ
ସକ୍ରିୟ ବର୍ଷ୧୯୭୦-୨୦୨୬

କୁମୁଦ ଚନ୍ଦ୍ର ଦାଶ (୭ ଜୁନ ୧୯୫୩ - ୧୭ ମଇ ୨୦୨୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ ଓ ଗବେଷକ ଥିଲେ । ସେ ନିଜ ଗବେଷଣା ପାଇଁ କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର ପାଇଥିଲେ । ଜଣେ ସାରସ୍ୱତ ସଂଗଠକ ଭାବରେ ସେ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

କୁମୁଦ ଚନ୍ଦ୍ର ୧୯୫୩ ମସିହାରେ ଅନୁଗୋଳ ଜିଲ୍ଲାର ସୋମନାଥପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ୧୯୭୭ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପାସ୍ କରି ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ ଅଧ୍ୟାପନା କରିଥିଲେ । ୧୯୭୦-୮୦ ଦଶକରୁ ସେ କବିତା ଓ ସମାଲୋଚନା ଲେଖିବା ଆରମ୍ଭ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ମୁହୂର୍ତ୍ତ ଓ ଅନ୍ୟ ପୃଥିବୀ ୧୯୭୬
  • ଶବ୍ଦାନ୍ତର ୨୦୦୪
  • ଆକାଶ ସମୁଦ୍ର ଧରିତ୍ରୀ ୨୦୨୫

ସମାଲୋଚନା

[ସମ୍ପାଦନା]
  • କାବ୍ୟାଲୋକ ୨୦୦୯
  • ପରମ୍ପରା ଓ ଆଧୁନିକତା ୨୦୧୪
  • କାବ୍ୟଭୂମି

ସମ୍ପାଦନା

[ସମ୍ପାଦନା]
  • କାବ୍ୟ ନାୟକ ଗଡ଼ନାୟକ
  • ଶରତ ଆକାଶ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]