Jump to content

କିଶୋର ଚନ୍ଦ୍ର ଜଗଦେବ ରାୟ

ଉଇକିପିଡ଼ିଆ‌ରୁ

କିଶୋର ଚନ୍ଦ୍ର ଜଗଦେବ ରାୟ (ଜନ୍ମ ୮-୩-୧୯୩୨) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

କିଶୋର ଚନ୍ଦ୍ର ଜଗଦେବ ରାୟ ୮ ମାର୍ଚ୍ଚ ୧୯୩୨ରେ ଜନ୍ମ ଗ୍ରହଣ କରିଥିଲେ । ଜଷ୍ଟିସ ଜଗଦେବ ରାୟ, ୧୯୬୪ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜଣେ ଓକିଲ ଭାବରେ ଦେୱାନୀ, ଫୌଜଦାରୀ, ରେଭେନ୍ୟୁ ତଥା ସାମ୍ବିଧାନିକ ମାମଲାରେ ନିଜର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ପରେ ୧୯୮୮ ମସିହାର ଜାନୁଆରୀ ମାସରେ ଉଚ୍ଚନ୍ୟାୟାଳୟରେ ସରକାରୀ ଅଧିବକ୍ତା ଭାବେ ଯୋଗଦେଲେ ।

ସେ ୮.୫.୧୯୮୯ରୁ ୭.୩.୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-12.