କିଟୋଟିଫେନ

ଉଇକିପିଡ଼ିଆ‌ରୁ
କିଟୋଟିଫେନ
Clinical data
Trade namesZaditor,[୧] Zaditen[୨]
SynonymsKetotifen fumarate
AHFS/Drugs.commonograph
MedlinePlusa604033
Pregnancy
category
  • AU: B1
  • US: N (Not classified yet)
Routes of
administration
By mouth (tablets), topical eye drops
Legal status
Legal status
  • US: By mouth — withdrawn, was Rx-only; Eye drops — over-the-counter
Pharmacokinetic data
Bioavailability60%
Protein binding75%
MetabolismHepatic
Elimination half-life12 hours
Identifiers
  • 4-(1-Methylpiperidin-4-ylidene)-4,9-dihydro-10H-benzo[4,5]cyclohepta[1,2-b]thiophen-10-one
ECHA InfoCard100.047.348 Edit this at Wikidata
Chemical and physical data
FormulaC19H19NOS
Molar mass୩୦୯.୪୩ g·mol−1
3D model (JSmol)
  • O=C3c1sccc1C(\c2c(cccc2)C3)=C4/CCN(C)CC4
  • InChI=1S/C19H19NOS/c1-20-9-6-13(7-10-20)18-15-5-3-2-4-14(15)12-17(21)19-16(18)8-11-22-19/h2-5,8,11H,6-7,9-10,12H2,1H3 checkY
  • Key:ZCVMWBYGMWKGHF-UHFFFAOYSA-N checkY
  (verify)

କିଟୋଟିଫେନ, ଏକ ବିକ୍ରୟ ନାମ ଜାଡିଟର, ହେଉଛି ଏକ ଔଷଧ ଯାହା ଆଲର୍ଜିକ କଞ୍ଜକ୍ଟିଭାଇଟିସ ଏବଂ ଆଲର୍ଜିକ ନାକ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] [୧] ଏହା ପାଟିରେ ଦିଆଯାଏ କିମ୍ବା ଆଖି ବୁନ୍ଦା ଭାବରେ ପ୍ରୟୋଗ କରାଯାଏ ।[୨] [୧]

ପାଟିରେ ଔଷଧ ନେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍‌ବେଗ, ଶୋଇବାରେ ଅସୁବିଧା ଏବଂ ବିରକ୍ତି ଭାବ ହୋଇପାରେ ।[୨] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା, ଯେତେବେଳେ ଆଖି ବୁନ୍ଦା ଭାବରେ ବ୍ୟବହାର କଲାବେଳେ ଆଖି ଲାଲ ଦେଖାଯାଇପାରେ, ନାକରୁ ପାଣି ପ୍ରବାହିତ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ପ୍ରାୟ ସୁପାରିଶ କରାଯାଏ ନାହିଁ, କିନ୍ତୁ ଏହାଦ୍ୱାରା କୌଣସି କ୍ଷତି ହେବାର ପ୍ରମାଣ ନାହିଁ ।[୨] ଏହା ଏକ ଏଚ-ଆଣ୍ଟିହିଷ୍ଟାମିନ ଏବଂ ମାଷ୍ଟ ସେଲ ଷ୍ଟାବିଲାଇଜର ଔଷଧ ।[୩]

୧୯୭୦ ମସିହାରେ କିଟୋଟିଫେନ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୭୬ରେ ଚିକିତ୍ସା ବ୍ୟବହାରରେ ଆସିଥିଲା ।[୪] ଯୁକ୍ତରାଜ୍ୟରେ ୧ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୮ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ରରେ ୫ ମିଲି ଆଖି ବୁନ୍ଦା ବୋତଲର ମୂଲ୍ୟ ପ୍ରାୟ ୭ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Zaditor- ketotifen fumarate solution". DailyMed. 13 February 2020. Archived from the original on 11 June 2021. Retrieved 4 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ BNF 81: March-September 2021. BMJ Group and the Pharmaceutical Press. 2021. p. 302. ISBN 978-0857114105.
  3. ୩.୦ ୩.୧ "Ketotifen Monograph for Professionals". Drugs.com (in ଇଂରାଜୀ). Archived from the original on 11 June 2021. Retrieved 1 December 2021.
  4. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 548. ISBN 9783527607495. Archived from the original on 2020-08-13. Retrieved 2021-07-12.
  5. "Compare Ketotifen Prices - GoodRx". GoodRx. Archived from the original on 2020-11-23. Retrieved 2021-12-01.