କାଳିଗିରି ନଦୀ
![]() |
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି ।
ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
କାଳିଗିରି ନଈ ମହାନଦୀର ଏକ ଉପନଦୀ । ନୟାଗଡ଼ ଜିଲ୍ଲାର ପୂର୍ବ ସୀମା ଦେଇ ବହି ଯାଇଛି । କରବର ନିକଟରେ ମହାନଦୀ ସହ ମିଶିଛି ।
ଏହି ନଦୀ ଉପରେ ଦୁଇଟି ପୋଲ ପଡିଛି । ଫତେଗଡ଼ଠାରେ କାଳିଗିରି ଶଙ୍ଖ ନନ୍ଦିନୀ ଶତପଥୀଙ୍କଦ୍ଵାରା ୧୯୪୮ ମସିହାରେ ଉଦ୍ଘାଟନ ହୋଇଥିଲା ।