କାଳିଗିରି ନଦୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

କାଳିଗିରି ନଈ ମହାନଦୀର ଏକ ଉପନଦୀ । ନୟାଗଡ଼ ଜିଲ୍ଲାର ପୂର୍ବ ସୀମା ଦେଇ ବହି ଯାଇଛି । କରବର ନିକଟରେ ମହାନଦୀ ସହ ମିଶିଛି ।

ଏହି ନଦୀ ଉପରେ ଦୁଇଟି ପୋଲ ପଡିଛି । ଫତେଗଡ଼ଠାରେ କାଳିଗିରି ଶଙ୍ଖ ନନ୍ଦିନୀ ଶତପଥୀଙ୍କ ଦ୍ଵାରା ୧୯୪୮ ମସିହାରେ ଉଦ୍ଘାଟନ ହୋଇଥିଲା ।

ଆଧାର[ସମ୍ପାଦନା]