କାପ୍ଟୋପ୍ରିଲ

ଉଇକିପିଡ଼ିଆ‌ରୁ
କାପ୍ଟୋପ୍ରିଲ
Clinical data
Pronunciation/ˈkæptəprɪl/
Trade namesCapoten, others
AHFS/Drugs.commonograph
MedlinePlusa682823
Pregnancy
category
  • AU: D
Routes of
administration
By mouth
Legal status
Legal status
  • EU: Rx-only [୧]
  • ℞ (Prescription only)
Pharmacokinetic data
Bioavailability70–75%
MetabolismLiver
Elimination half-life2.2 hours[୨]
ExcretionKidney
Identifiers
  • (2S)-1-[(2S)-2-methyl-3-sulfanylpropanoyl]pyrrolidine-2-carboxylic acid
ECHA InfoCard100.057.806 Edit this at Wikidata
Chemical and physical data
FormulaC9H15NO3S
Molar mass୨୧୭.୨୮ g·mol−1
3D model (JSmol)
  • O=C(O)[C@H]1N(C(=O)[C@H](C)CS)CCC1
  • InChI=1S/C9H15NO3S/c1-6(5-14)8(11)10-4-2-3-7(10)9(12)13/h6-7,14H,2-5H2,1H3,(H,12,13)/t6-,7+/m1/s1 checkY
  • Key:FAKRSMQSSFJEIM-RQJHMYQMSA-N checkY
  (verify)

କାପ୍ଟୋପ୍ରିଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କ୍ୟାପୋଟେନ, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ, ମଧୁମେହ ବୃକ୍‌କ ରୋଗର ଚିକିତ୍ସା ପାଇଁ ଏବଂ ହୃଦଘାତ ପରେ ଅଳ୍ପ ସମୟ ପାଇଁ ବ୍ୟବହୃତ ହୁଏ । [୩] ଉଚ୍ଚ ରକ୍ତଚାପ ପାଇଁ ଏହା ପ୍ରଥମ ଧାଡି ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ । [୪] ଏହା ତରଳ ବା ଟାବଲେଟ୍ ଭାବରେ ପାଟିରେ ଦିଆଯାଏ । [୫] କଳା ଲୋକଙ୍କ କ୍ଷେତ୍ରରେ ଏହା କାମ କରିନପାରେ । [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା ଏବଂ ପାକସ୍ଥଳି ଘାଆ ହୋଇପାରେ । [୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଭୋକ କମିବା, ଲାଲ ପଡ଼ିବା,, ଥକ୍କାପଣ, ସ୍ୱାଦର ପରିବର୍ତ୍ତନ, ଉଚ୍ଚ ପୋଟାସିୟମ୍, ଏବଂ ରେନ‌ଡ ଅନ୍ତର୍ଭୁକ୍ତ ହୋଇପାରେ, ଯେଉଁଠାରେ ଗୋଡ଼ ଆଙ୍ଗୁଠି ଏବଂ ହାତ ଆଙ୍ଗୁଠି ଧଳା ଏବଂ ନୀଳ ହୋଇଯାଏ । [୬] [୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବାଦ୍ୱାରା ଶିଶୁର କ୍ଷତି ହୋଇପାରେ | [୬] [୪] ଏହା ଏକ ଆଞ୍ଜିଓଟେନସିନ-ପରିବର୍ତ୍ତନ‌କାରୀ ଏଞ୍ଜାଇମ ଯାହା ରେନିନ-ଆଞ୍ଜିଓଟନସିନ ପ୍ରଣାଳୀକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୭]

କ୍ୟାପ୍ଟୋପ୍ରିଲ୍ ୧୯୭୬ରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୦ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୮] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୯] ଯୁକ୍ତରାଜ୍ୟରେ ଦିନକୁ ଦୁଇଥର ୧୨.୫ରୁ ୫୦ ମିଗ୍ରା ମଧ୍ୟରେ ଏହି ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୨ ପାଉଣ୍ଡ ଅଟେ। [୧୦] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୫ ଡଲାର ଅଟେ। [୧୧]

ଆଧାର[ସମ୍ପାଦନା]

  1. List of nationally authorised medicinal products Archived 2021-10-31 at the Wayback Machine.. European Medicines Agency. 26 November 2020.
  2. Benowitz, Neal L. (2020). "11. Antihypertensive agents". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. pp. 183–185. ISBN 978-1-260-45231-0. Archived from the original on 2021-10-10. Retrieved 2021-12-05.
  3. ୩.୦ ୩.୧ "Captopril Monograph for Professionals - Drugs.com". Drugs.com. Archived from the original on 4 November 2021. Retrieved 29 December 2021.
  4. ୪.୦ ୪.୧ ୪.୨ "Captopril Monograph for Professionals - Drugs.com". Drugs.com. Archived from the original on 4 November 2021. Retrieved 29 December 2021.
  5. ୫.୦ ୫.୧ "2. Cardiovascular system". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 183. ISBN 978-0-85711-413-6.{{cite book}}: CS1 maint: date format (link)
  6. ୬.୦ ୬.୧ "2. Cardiovascular system". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 183. ISBN 978-0-85711-413-6.{{cite book}}: CS1 maint: date format (link)
  7. Benowitz, Neal L. (2020). "11. Antihypertensive agents". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. pp. 183–185. ISBN 978-1-260-45231-0. Archived from the original on 2021-10-10. Retrieved 2021-12-05.
  8. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 467. ISBN 9783527607495. Archived from the original on 2021-08-28. Retrieved 2021-10-15.
  9. BNF 81: March-September 2021. BMJ Group and the Pharmaceutical Press. 2021. p. 182. ISBN 978-0857114105.
  10. BNF 81: March-September 2021. BMJ Group and the Pharmaceutical Press. 2021. p. 182. ISBN 978-0857114105.
  11. "Captopril Prices, Coupons & Savings Tips - GoodRx". GoodRx. Retrieved 29 December 2021.