କାଚକଣ୍ଢେଇ
ଦେଖଣା
ସ୍ରଷ୍ଟା ହେବାଲାଗି କେହି ସୃଷ୍ଟି କରେ ନାହିଁ । ଆପଣା ସ୍ରଷ୍ଟାତ୍ୱର ପ୍ରତିପାଦନ କରିବା ଲାଗି ହିଁ ସୃଷ୍ଟି କରିବାକୁ ହୁଏ । ଏହାହିଁ ଧର୍ମ । ବ୍ରହ୍ମାଙ୍କର ଧର୍ମ, ବିଷ୍ଣୁଙ୍କର ଧର୍ମ ଏବଂ ମହେଶ୍ୱରଙ୍କର ଧର୍ମ । ତେଣୁ, ଅୟଂ ଆରମ୍ଭଃ ଶୁଭାୟ ଭବତୁ (https://ova.gov.in/de/ReadEbooks?bid=Uly6FXAUhCk=
ବହି:- କାଚକଣ୍ଢେଇ
ଲେଖକ:-ଅଧ୍ୟାପକ ବିଶ୍ୱରଞ୍ଜନ