କାଂଶବାହାଲ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କାନସବାହାଲ
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସୁନ୍ଦରଗଡ଼
ଭାଷା
 • ସରକାରୀଓଡ଼ିଆ ଭାଷା
Time zoneUTC+5:30 (IST)
PIN
୭୭୦୦୩୪
Telephone code୦୬୬୨୪
ଯାନବାହାନ ପଞ୍ଚୀକରଣOD-14

କାନସବାହାଲ ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏହା ଏକ ଆଧୁନିକ ଶିଳ୍ପପତି ସହର ଅଟେ । ଏଠାରେ ଲାରସନ ଏନ୍ ଟୁବ୍ର ଶିଳ୍ପ ଅବସ୍ଥିତ । ଏହା ରାଜ୍ୟ ସଡକ ୧୦ଦ୍ୱାରା ରାଉରକେଲାରାଜଗାଙ୍ଗପୁର ସହ ଜଡ଼ିତ ଏହା ରାଉରକେଲାଠାରୁ ୩୯ କି.ମି ଓ ରାଜଗାଙ୍ଗପୁରଠାରୁ ୧୫ କି.ମି ଦୁରରେ ସଂଜଗ କରୁ ଅଛି । ଏହା ମୁଖ୍ୟ ରେଳରାସ୍ତା ହାଓଡ଼ା କଲିକତା ଏବଂ ସି ଏସ୍ ଟି/ କୁର୍ଲା ମୁମ୍ବାଇକୁ ସଂଯୋଗ କରୁଛି କାଂଶବାହାଲ ରାଉରକେଲା ପୌରପାଳିକାରେ ନିର୍ଭର ଅଟେ । ଏହା ନଦୀ ପାହାଡରେ ଭରା ଏକ ଗ୍ରାମ ବହୁଳ ସହର ଅଟେ । ଏହା ତିନୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ୧) ଚୁଙ୍ଗିମାଟି ୨)ପାନପୋଷ ୩) ଲାଇଙ୍ଗ ଚୁଙ୍ଗିମାଟି ଗ୍ରାମପଞ୍ଚାୟତରେ ଲାରସନ ଏନ୍ ଟୁବ୍ର ଶିଳ୍ପ ଅବସ୍ଥିତ ।

ଇତିହାସ[ସମ୍ପାଦନା]

କାନସବାହାଲ ବ‌ହୁଦିନ‌ଧରି ଆଦିବାସୀ ଅଞ୍ଚଳ ଥିଲା । ଏଠାରେ ଧୀରେ ଧୀରେ ଶିଳ୍ପ ଗଢ଼ି ଉଠିଲା ଉତମଲ କାରଖାନା ଏହା ଧୀରେ ଧୀରେ ଆଉ ଏକ ନାମ ଲାରସନ ଏନ୍ ଟୁବ୍ର L&Tନାମରେ ନାମିତ ହେଲା ଏହି କାରଖାନାର ଆସିବାରୁ ଏହି ଅଞଳ ଉନତ ହେବାକୁ ଲାଗିଲା ୧୯୩୮ ମସିହାରେ ବୋମ୍ବେଠାରେ ପ୍ରତିଥା ହେଇଥିଲା

ଆଧାର[ସମ୍ପାଦନା]