କାଂଶବାହାଲ

ଉଇକିପିଡ଼ିଆ ରୁ
କାନସବାହାଲ
ସହର
କାନସବାହାଲ ଓଡ଼ିଶାରେ ଅବସ୍ଥିତ ।
କାନସବାହାଲ
କାନସବାହାଲ
ଓଡ଼ିଶାରେ ଅବସ୍ଥାନ
Coordinates: 22°13′10″N 84°39′38″E / 22.219509°N 84.660645°E / 22.219509; 84.660645ଦିଗବାରେଣି: 22°13′10″N 84°39′38″E / 22.219509°N 84.660645°E / 22.219509; 84.660645
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ସୁନ୍ଦରଗଡ଼
ଭାଷା
 • ସରକାରୀ ଓଡ଼ିଆ ଭାଷା
ସମୟ ମଣ୍ଡଳ IST (UTC+5:30)
PIN ୭୭୦୦୩୪
Telephone code ୦୬୬୨୪
ଗାଡି ପଞ୍ଜୀକରଣ OD-14

କାନସବାହାଲ ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏହା ଏକ ଆଧୁନିକ ଶିଳ୍ପପତି ସହର ଅଟେ । ଏଠାରେ ଲାରସନ ଏନ୍ ଟୁବ୍ର ଶିଳ୍ପ ଅବସ୍ଥିତ । ଏହା ରାଜ୍ୟ ସଡକ ୧୦ ଦ୍ଵାରା ରାଉରକେଲାରାଜଗାଙ୍ଗପୁର ସହ ଜଡିତ ଏହା ରାଉରକେଲା ଠାରୁ ୩୯ କି.ମି ଓ ରାଜଗାଙ୍ଗପୁର ଠାରୁ ୧୫ କି.ମି ଦୁରରେ ସଂଜଗ କରୁ ଅଛି । ଏହା ମୁଖ୍ୟ ରେଳରାସ୍ତା ହାଓଡ଼ା କଲିକତା ଏବଂ ସି ଏସ୍ ଟି/ କୁର୍ଲା ମୁମ୍ବାଇ କୁ ସଂଯୋଗ କରୁଛି କାଂଶବାହାଲ ରାଉରକେଲା ପୌରପାଳିକାରେ ନିର୍ଭର ଅଟେ । ଏହା ନଦୀ ପାହାଡରେ ଭରା ଏକ ଗ୍ରାମ ବହୁଳ ସହର ଅଟେ । ଏହା ତିନୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ୧) ଚୁଙ୍ଗିମାଟି ୨) ପାନପୋଷ ୩) ଲାଇଙ୍ଗ ଚୁଙ୍ଗିମାଟି ଗ୍ରାମପଞ୍ଚାୟତରେ ଲାରସନ ଏନ୍ ଟୁବ୍ର ଶିଳ୍ପ ଅବସ୍ଥିତ ।

ଇତିହାସ[ସମ୍ପାଦନା]

କାନସବାହାଲ ବ‌ହୁଦିନ‌ଧରି ଆଦିବାସୀ ଅଞ୍ଚଳ ଥିଲା । ଏଠାରେ ଧୀରେ ଧୀରେ ଶିଳ୍ପ ଗଢି ଉଠିଲା ଉତମଲ କାରଖାନା ଏହା ଧୀରେ ଧୀରେ ଆଉ ଏକ ନାମ ଲାରସନ ଏନ୍ ଟୁବ୍ର L&Tନାମରେ ନାମିତ ହେଲା ଏହି କାରଖାନାର ଆସିବାରୁ ଏହି ଅଞଳ ଉନତ ହେବାକୁ ଲାଗିଲା ୧୯୩୮ ମସିହାରେ ବୋମ୍ବେ ଠାରେ ପ୍ରତିଥା ହେଇଥିଲା

ଆଧାର[ସମ୍ପାଦନା]