କଲାପତାକା ଅଭିଯାନ
ଦେଖଣା
ଓଡିଆରେ ଓଡିଶାର ଶାସନ ପାଇନ 878 ଦିନର କଲାପତାକା ଅଭିଯାନ ବିୟଧନସଭା ସମ୍ମୁଖରୁ ମଧୁବାବୁଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ହୋଇଥିଲା ଯାହାକି 13 ଅଗଷ୍ଟ 2016 ମସିହାଠାରୁ 19 ସେପ୍ଟେମ୍ବର 2018 ପର୍ଯ୍ୟନ୍ତ ହୋଇଥିଲା ଯାହା ଫଳରେ ସରକାର ଆଇନ ପ୍ରଣଯନ କରି ରାଜପତ୍ର ପ୍ରକାଶ କରିଥିଲେ |