କରୁଣାକର

ଉଇକିପିଡ଼ିଆ ରୁ
Jump to navigation Jump to search

[୧]କରୁଣାକର , ଜଣେ ପ୍ରଖ୍ୟାତ ଓଡ଼ିଆ ଗାୟକ। ସେ ‍‍‍ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ପ୍ରଛଦପଟ କଣ୍ଠଶିଳ୍ପୀ ତଥା ଲଘୁସଂଗୀତ, ଭଜନ, ଆକାଶବାଣୀ, ଦୂରଦର୍ଶନରେ ଜଣେ ସୁନାମଧନ୍ୟ ଗାୟକ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହି ମହାନ କଣ୍ଠଶିଳ୍ପୀଙ୍କ ଜନ୍ମ କୁଜଙ୍ଗ, ଜଗତସିଙ୍ଗପୁର

ପ୍ରାରମ୍ଭିକ ଜୀବନ ତାଙ୍କର ନିଜ ଗ୍ରାମରେ ବିତିଥିଲା ଓ ପରେ ପରେ କଟକର ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସେ ଶିଖ୍ୟା ଗ୍ରହଣ କରି କଟକରେ ହିଁ ତାଙ୍କର ସଂଗୀତ ଜୀବନ ଆରମ୍ଭ କରିଥିଲେ[ସମ୍ପାଦନା]

ଲୋକପ୍ରିୟ ଗୀତ[ସମ୍ପାଦନା]

କରୁଣାକର ଗାଇଥିବା ଅନେକ ଲୋକପ୍ରିୟ ଗୀତ ମଧ୍ୟରୁ କେତୋଟି :

  • ହାଏ ହାଏ ଲୋ ମୋର ଫୁଲେଇ ରାଣୀ- ଫୁଲେଇ ରାଣୀ
  • ତାଳଫଟକା- ତାଳଫଟକା
  • ଲହରୀରେ ଲହରୀରେ ଲହରୀ- ଜାଇଫୁଲ
  • ସେଇ ଶୀତ ସକାଳ.... ଚାଲ୍ ଗାଁକୁ ଜିବା ଫେରି- ଖାସ୍ ତମ ପାଇଁ
  • ଦେ ବୋଳିଦେ - ଆ ଜହ୍ନରେ ଲେଖିବା ନାଁ
  • କାଚର କବାଟ ଦେଇ ମୁହଁ ସିନା ଦେଖାଜାଏ- ଶତୃସଂହାର
  • ଛାମୁ ଜାହା ଦେଲେ ହରସେ
  • ବାଟ ଭୁଲ୍ ଥିଲା ବୋଲି ଜାଣିଲି ସେଦିନ
  • ଖୁସି ଲୋ ଖୁସି- ଡନ୍
  • କେତେ ମୁଁ ପାପ ଫଳର ଚାଖିଚି ସୁଆଦ
  • ନିଆଁଲଗା ପ୍ରେମ
  • ନାତିଆରେ ନାତିଆ
  • ବ୍ୟାଡ ଗ୍ୟାଲ୍
  • ଜୀବନ ତ କିଛି ନୁହଁ - ଶତୃସଂହାର
  • ଭୋର ହେଲେ
  • ସମୟତ କେବେ ଫେରି ଚାହେଁନା- ଅନାମିକା ନାୟିକା
  • ହେ ଚକ୍ରଧର
  • ତୁ ଗଲୁ ମତେ ଭୁଲି- କବାଟ ଖୋଲ
  • ରାତିର ଫୁଲକୁ ପଚାରି ବୁଝନା- ଆଉ କେତେଦିନ
  • ସେଇ ମୋର ପ୍ରେମିକା- ପ୍ରେମିକା
  • ଶରଣ ଦେ କି ମରଣ ଦେ
  • ତୁମେ ମୋର ସକାଳ ବିଭୁତି
  • ସାଇ ତୁମ ଶରଣ ଗଙ୍ଗାରେ
  • ପାହାଡ ଘାଟି ସିମାରେ ଛୁଟେ
  • ବନ୍ଦେ ମାତରମ୍
  • ହୋ ଗେଇହେ ପିର୍ ପରବତ୍
  • ତେଲର ଶିଶି ଭାଙ୍ଗିଦେଲି ବୋଲି
  • ତୁମ ଦୀପର ମାନେ କିଛି ନାହିଁ ଏ ଅନ୍ଧର- ଆହେ ଚକାଡୋଳା
  • ଏଇନେ ଏଇନେ ......ରାମ୍ ନାମ୍ ସତ୍ୟ ହେ- ଆହେ ଚକାଡୋଳା
  • ସହିଲି ବୋଲି.....ଆହେ ଚାକାଡୋଳା
  • ମାୟା ଗୋଲାପି
  • ଏ ବାଟ ପ୍ରେମର....
  • ବୋଉ
  • ଆଜିବି ଶ୍ରାବଣକୁ
  • ଆଖି ବୁଜି ଆଖିତୁ ଖୋଲିବୁ ଲୋ
  • ବଗିଚାକୁ ତତୋର ଫଗୁଣ ଆସିଛି
  • ବାଟ ଭୁଲ୍ ଥିଲା ବୋଲି...
  • ଚେହେରା ବଜଳେ- ତମ ବାଟ ରହିଚି ଚାହିଁ
  • ଏ କେଉଁ ସହର - ପୁଣିଥରେ
  • ଏଇ ସହରର ରାଜ ପଥ ଧାରେ - ଜହ୍ନରାତି
  • ଏଇ ସହରର ଅନ୍ଧ ଗଳିରେ ତମକୁ ଭେଟିଲି ଚିତ୍ରଲେଖା
  • ଏମିତି ରାତି- ପୁଣିଥରେ
  • କଥା ଥିଲା ଅାମ
  • ମହୁ ମହୁ ସେ ସମୟ ଚାହୁଁ ଚାହୁଁ ବତିଗଲା
  • ମୁଁ ହେବି ପବନ
  • ସିମା ହିନ ଦରିଆ- ପୁଣିଥରେ
  • ଏତେ ବଡ ଦୁନିଆ
  • ଢାଳିଦିଆ ସାରା ଧରଣୀରେ ଆଜି- ପୁଣିଥରେ
  • ଘୋଡେଇ ଦେ ମା ପଣତ
  • ହେ ମା ତତେ ପ୍ରଣାମ- ବୋଉ
  • ଜଗତରେ ପରା
  • ଝୁଣ୍ଟିବା ଲୋକକୁ ମାଟିରୁ ଉଠେଇ
  • ମହାବାହୁ
  • ମନ ଚଗଲାରେ
  • ମୋ ଦୁନିଆ ଲୋ ବୋଉ- ବୋଉ
  • ମୁଁ କେବେ କହିପାରେ ନା- ବୋଉ
  • ରୁଚୁ ନରୁଚୁ ଖା ପିତା
  • ସବୁ ଅଭିନୟ
  • ତତେ ସଖା ବୋଲି
  • ମୋ ପୁଅ ଜଗନ୍ନାଥ
  • ଟୋପାଏ ଚନ୍ଦନ- ନିମଦାରୁ

ଆହୁରି ଅନେକ ଚଳଚ୍ଚିତ୍ର ଓ କ୍ୟାସେଟ୍ରେ ସେ କଣ୍ଠ ଦାନ କରିଛନ୍ତି ଓ ଅନେକ ଲୋକପ୍ରିୟ ଗୀତର ଅଧିକାରୀ କରୁଣାକର ।

ଆଧାର[ସମ୍ପାଦନା]

  1. କରୁଣାକର.ଜେପିଜି