କରିନା ଶାହ
ଦେଖଣା
କରିନା ଶାହ | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୫ - ଏବେଯାଏଁ |
କରିନା ଶାହ ଜଣେ ବାହରତୀୟ ଅଭିନେତ୍ରୀ, ମଡେଲ୍ ଓ ଭ୍ଲଗର୍ । ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ।[୧] ସେ ଜଣେ ମଡେଲ୍ ଭାବରେ ଅବ୍ବୋଟ୍ଟ ୨୦୧୯ରେ କାମ କରିଥିଲେ ଏବଂ ଆୟୁକେୟାର୍ ପର୍ଫେକ୍ଟ ଭିଗର୍ର ବ୍ରାଣ୍ଡ ଆମ୍ବାସଡର୍ ଥିଲେ । ସେ ସିକ୍ରେଏଟ୍ ଡେରୀ ଚେନାଲ୍ ଭି, ପ୍ୟାର୍ ତୁନେ କ୍ୟା କିୟା ସିଜିନ୍ ୩ ଓ ୯,[୨] ସିଆଇଡି, ସାବଧାନ ଇଣ୍ଡିଆ ଓ ଆହାଟ ସିଜନ୍ ୬ ଭଳି ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି ।[୩]
ସେ ଅନେକ ଟିଭି ବିଜ୍ଞାପନ, ଆଲବମ୍ ଗୀତ, ହୋର୍ଡ଼ିଂ, କଭର୍ ଫଟୋ ଆଦିରେ କାମ କରିଛନ୍ତି ଏବଂ ବିଭିନ୍ନ ପ୍ରଡକ୍ଟ ପାଇଁ ବିଜ୍ଞାପନ କରିଛନ୍ତି । ସେ ଜୁଲିଏନ୍ ବେନେଡିକ୍ଟଙ୍କ ସହିତ ଏକ ଜର୍ମାନୀ କଥାଚିତ୍ରରେ, ସେ ଭାରତର ପ୍ରତିନିଧିତ୍ୱ କରିଥିଲେ । ମାର୍ଚ୍ଚ ୨୦୨୩ରେ, ଅଭିନେତା ରିଶିଙ୍କ ନାୟିକା ଭାବରେ, ସେ ଏକ ତାମିଲ କଥାଚିତ୍ର ବିଉଟିରେ କାମ କରିଥିଲେ ।
ଟେଲିଭିଜନ
[ସମ୍ପାଦନା]- ପ୍ୟାର୍ ତୁନେ କ୍ୟା କିୟା : ଜିଙ୍ଗ୍ ଟିଭି
- ସିଆଡି : ସୋନି ଟିଭି
- ଆହାଟ (ସିଜିନ୍ ୬) : ସୋନି ଟିଭି
- ସାବଧାନ ଇଣ୍ଡିଆ : ଲାଇଫ୍ ଓକେ
- ସିକ୍ରେଟ୍ ଡାଏରୀ ଚେନାଲ୍ ଭି
ଆଧାର
[ସମ୍ପାଦନା]- ↑ "Karina Shah". PINKVILLA Tollywood. 7 May 2014. Archived from the original on 20 May 2015. Retrieved 16 May 2015.
- ↑ "Ssumier, Karina and Nishant in Pyaar Tune Kya Kiya". Tellychakkar. 30 December 2014. Retrieved 16 May 2015.
- ↑ "Manoj Chandila and Karriena Shah next in Aahat!". Punjabi Junction. 12 May 2015. Archived from the original on 20 May 2015. Retrieved 16 May 2015.