କମ୍ପ୍ୟୁଟର ଗେମ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

କମ୍ପୁଟର ଦ୍ୱାରା ଖେଳା ଯାଉ ଥିବା ଗେମ୍ କୁ କମ୍ପୁଟର ଗେମ୍ କୁହାଯାଏ। ଆଜିକାଲି ପିଲାମାନେ ଏହି ଖେଳ ପ୍ରତି ଅଧିକମନ ବଳାଉଛନ୍ତି। ସହର ମାନଙ୍କରେ ଘରେଘରେ କମ୍ପୁଟର୍ ଓ ଇଣ୍ଟରନେଟ୍ ବ୍ୟବସ୍ଥା ରହୁଥିବାରୁ ପିଲାମାନେ ଅଧିକରୁ ଅଧିକ ଏହା ପ୍ରତି ଅକ୍ରୁଷ୍ଟ ହେଉଛନ୍ତି ।

Spacewar!, developed for the PDP-1 in 1961, is often credited as being the second ever computer game. The game consisted of two player-controlled spaceships maneuvering around a central star, each attempting to destroy the other.