କମାଶାସନ

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଶାର ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ କମାଶସନ ଗ୍ରାମ ଅବସ୍ଥିତ । ୧୯୮୨ ଦଳେଈଘାଈ ବନ୍ୟାରେ ଏହି ଗ୍ରାମଟି ଧ୍ଵଂସ ହୋଇଯାଇଥିଲା । ଦେବୀ ନଦୀ କୁଳରେ ଏବଂ କଟକ‌-ମାଛଗାଁ ରାସ୍ତାକଡରେ ଏହି ଗ୍ରାମଟି ଏକ ଐତିହ ସମ୍ପନ୍ନ ଗ୍ରାମ । ଏହାର ପଶ୍ଚିମରେ ଦେବୀ ନଦୀ ଅଛି ।

ଆଧାର[ସମ୍ପାଦନା]