Jump to content

କବିତା ବନିତା ଲତା ୨

ଉଇକିପିଡ଼ିଆ‌ରୁ
କବିତା ବନିତା ଲତା ୨
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକଶୁଭଲକ୍ଷ୍ମୀ ପଟ୍ଟନାୟକ
ସଂଳାପପ୍ରିୟବ୍ରତ ପଣ୍ଡା
ମାନସ ମଲ୍ଲିକ
ଚିତ୍ରନାଟ୍ୟପ୍ରିୟବ୍ରତ ପଣ୍ଡା
ମାନସ ମଲ୍ଲିକ
କାହାଣୀପ୍ରିୟବ୍ରତ ପଣ୍ଡା
ମାନସ ମଲ୍ଲିକ
କଳାକାରସିମ୍ରନ
ହିତେଇଶା
ସୁଲଗ୍ନା
ସଙ୍ଗୀତଦୀପକ କୁମାର
ଚିତ୍ରଗ୍ରହଣସର୍ବେଶ୍ୱର ଦାଶ
ସମ୍ପାଦକପିଣ୍ଟୁ ନାୟକ
ବିତରକତରଙ୍ଗ ଟିଭି
ତରଙ୍ଗ ପ୍ଲସ୍
ମୁକ୍ତିଲାଭ ତାରିଖ
୧୨ ଅକ୍ଟୋବର ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

କବିତା ବନିତା ଲତା ୨ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭଲକ୍ଷ୍ମୀ ପଟ୍ଟନାୟକ । ପ୍ରିୟବ୍ରତ ପଣ୍ଡା ଓ ମାନସ ମଲ୍ଲିକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତକାର ଦୀପକ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିମ୍ରନ, ହିତେଇଶା ଓ ସୁଲଗ୍ନା ।ତୁଷାର, ଚନ୍ଦନ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରତିଭା ପଣ୍ଡା, ପ୍ରତିଚୀ, ଦେବୁ ବ୍ରହ୍ମା, ଲଭ୍‌ରୀନ ଖାନମ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]
  • ସିମ୍ରନ - କବିତା
  • ହିତେଇଶା - ବନିତା
  • ସୁଲଗ୍ନା - ଲତା
  • ତୁଷାର
  • ଚନ୍ଦନ
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରତିଭା ପଣ୍ଡା
  • ପ୍ରତିଚୀ
  • ଦେବୁ ବ୍ରହ୍ମା
  • ଲଭ୍‌ରୀନ ଖାନମ୍ - ଅତିଥି କଳାକାର

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର । ଗୀତିକାର ବିଭୂତି ସ୍ୱାଇଁ, ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅନ୍ତରା ଚକ୍ରବର୍ତ୍ତୀ, ଏସ୍. ଜିତୁ, ଦୀପ୍ତିରେଖା ପାଢ଼ୀ, ତାରିକ୍ ଅଜିଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ

ବାହାର ଆଧାର

[ସମ୍ପାଦନା]