Jump to content

କପିଲ ସିଂହ ଲାବଣୀ

ଉଇକିପିଡ଼ିଆ‌ରୁ
କପିଲ ସିଂହ ଲାବଣୀ
ଜନ୍ମ (1990-11-01) ୧ ନଭେମ୍ବର ୧୯୯୦ (ବୟସ ୩୪)
ବୃତ୍ତିଅଭିନେତା[]
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ

କପିଲ ସିଂହ ଲାବଣୀ (ଜନ୍ମ: ୧ ନଭେମ୍ବର ୧୯୯୦)[] ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ ଅଭିନୟ କରିବା ପାଇଁ ଜଣାଶୁଣା । କୁଣ୍ଡଳୀ ଭାଗ୍ୟ, ବଡ଼େ ଅଚ୍ଛେ ଲଗତେ ହୈଁ ଭଳି ଧାରାବାହିକରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[] ୨୦୧୭ ମସିହାର ଧାରାବାହିକ ଚନ୍ଦ୍ରକାନ୍ତାରେ, ସେ ହିରଣାସୁର ଭୂମିକାରେ ଅଭିନୟ କରିଥିଲେ । ସେ ରଜନୀକାନ୍ତଙ୍କ ସହିତ ଦରବାର କଥାଚିତ୍ରରେ ଅଭିନୟ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚେନାଲ
୨୦୧୨ ସାବଧାନ ଇଣ୍ଡିଆ ଇନ୍ସପେକ୍ଟର ରାହୁଲ ଦେଶମୁଖ ଲାଇଫ ଓକେ
୨୦୧୩–୨୦୧୪ ବଡ଼େ ଅଚ୍ଛେ ଲଗତେ ହୈଁ ପ୍ରଣବ ଶୁକ୍ଳା ସୋନି ଟିଭି
୨୦୧୫ ଯୋଦ୍ଧା ଆକବର ରାଜା ରଘୁବୀର ଜୀ ଟିଭି
ଜୟ ଜୟ ଜୟ ବଜରଙ୍ଗ ବାଲି ରୁଦ୍ରକେତୁ ସାହାରା ୱାନ
୨୦୧୭ ପେଶୱା ବାଜିରାଓ ଅବଦୁଲ୍ଲା ସୋନି ଟିଭି
ଦେବାଂଶୀ ରାକା କଲର୍ସ ଟିଭି
୨୦୧୮ ବହୂ ହମାରୀ ରଜନୀ କାନ୍ତ ରାଣା ଲାଇଫ ଓକେ
ଚନ୍ଦ୍ରକାନ୍ତା ହିରଣସୁର କଲର୍ସ ଟିଭି
୨୦୨୧ ବିଘ୍ନହର୍ତ୍ତା ଗଣେଶ ୟୋଣ୍ଡା ସୋନି ଟିଭି
କୁମକୁମ ଭାଗ୍ୟ ଶେଟ୍ଟି ଜୀ ଟିଭି
୨୦୨୨ କୁଣ୍ଡଳୀ ଭାଗ୍ୟ[] ରାଜା ଭାଇ ଡନ୍

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୪ ଅଞ୍ଜାନ ତାମିଲ ଭାଷା କଥାଚିତ୍ର
୨୦୧୬ ସରବଜିତ []
୨୦୧୮ ତେରି ଭାବି ହୈ ପଗଲେ ଡନ୍
୨୦୨୦ ଦରବାର[]
  1. Nai Dunia (2 November 2019). "Ator Kapil Singh Lalwani on sharing screen with Rajinikanth in film Darbar". www.naidunia.com.
  2. Patrika (4 November 2019). "Kapil Singh Lalwani talks about playing role in Darbar movie starring Rajinikanth". www.patrika.com.
  3. Times Of India (5 June 2018). "Karan supports preeta against sherlyn saving from raja bhai don kapil singh lalwani". www.timesofindia.indiatimes.com.
  4. Deccan Chronicle (15 May 2019). "Actor Kapil Singh Lalwani to play an important role in Rajinikanth film Darbar". Deccan Chronicle.
  5. Times Of India (5 June 2018). "Karan supports preeta against sherlyn saving from raja bhai don kapil singh lalwani". www.timesofindia.indiatimes.com.
  6. The Asian Age (11 January 2020). "Meet Kapil Singh Lalwani who plays troublemaker in Randeep Hooda's Sarabjit". www.asianage.com.
  7. Nai Dunia (2 November 2019). "Ator Kapil Singh Lalwani on sharing screen with Rajinikanth in film Darbar". www.naidunia.com.

ବାହାର ଲିଙ୍କ୍

[ସମ୍ପାଦନା]