କନିଷ୍କ

ଉଇକିପିଡ଼ିଆ‌ରୁ
କନିଷ୍କ ନାୟକ
Born୧୯୬୨
ଭିତରବମ୍ପୁ, ଅଶୁରେଶ୍ୱର, କେନ୍ଦ୍ରାପଡ଼ା
Occupation(s)ସାହିତ୍ୟକ, ସମ୍ପାଦକ

କନିଷ୍କ(ଜନ୍ମ : ୧୯୬୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି । ଗଳ୍ପ, କବିତା ଓ ଉପନ୍ୟାସ ଆଦିରେ ସେ ନିଜର ଲେଖନୀ ଚାଳନା କରିଛନ୍ତି । "ନବଲିପି" ଆଦି ପତ୍ରିକା ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଛି । ମଣିଷର ଭାବାବେଗ ତଥା ଦେହ ଚେତନାକୁ ନେଇ ତାଙ୍କ ରଚନା ସମୃଦ୍ଧ । "ଚଢ଼େଇର ଘର" ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ଥିଲା । ୧୯୯୧ରେ ପ୍ରକାଶିତ ଏହି ପୁସ୍ତକଟିର ୪ଟି ସଂସ୍କରଣ ପ୍ରକାଶ ପାଇସାରିଲାଣି ।

ରଚନାବଳୀ[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ଚଢ଼େଇର ଘର - ୧୯୯୧[୧]
  • ପାଳଭୂତ
  • କନିଷ୍କ କଥାକଳ୍ପ - ୨୦୦୮[୨]
  • ହାତିମତାଇର ଘୋଡ଼ା

ଉପନ୍ୟାସ[ସମ୍ପାଦନା]

  • ଘାଟ
  • ପାପ
  • ପିପି

କବିତା[ସମ୍ପାଦନା]

  • ମାୟା[୩]
  • ପର୍ବ
  • ମନ୍ତ୍ର[୪]

ଆଧାର[ସମ୍ପାଦନା]

  1. http://nationallibrary.gov.in/showdetails.php?id=125990
  2. http://nationallibrary.gov.in/showdetails.php?id=439174
  3. "ଆର୍କାଇଭ୍ କପି". Archived from the original on 2018-07-18. Retrieved 2018-07-16. {{cite web}}: Cite has empty unknown parameter: |1= (help)
  4. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ. No. ଧରିତ୍ରୀ ୧୭/୧୨/୨୦୨୦. ଧରିତ୍ରୀ. p. ୧୩. Archived from the original on 17 December 2020. Retrieved 17 December 2020.