Jump to content

କଟକ ନଗରର ବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ବିଦ୍ୟାଳୟ ନାମସ୍ଥାପନାସହବନ୍ଧନଶ୍ରେଣୀଉଲ୍ଲେଖନୀୟ ପୁରାତନ ଛାତ୍ର
ରେଭେନ୍‌ସା କଲିଜିଏଟ ସ୍କୁଲ୧୮୫୧ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମମଧୁସୂଦନ ଦାସ, ସୁଭାଷ ଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକ, ରାଧାନାଥ ରଥ,
ରେଭେନ୍‌ସା ବାଳିକା ବିଦ୍ୟାଳୟ୧୮୭୩ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମ
ଖ୍ରୀଷ୍ଟ କଲିଜିଏଟ ସ୍କୁଲ, ମିଶନ ସ୍କୁଲମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମ ବିଜୁ ପଟ୍ଟନାୟକ
ପେୟାରୀ ମୋହନ ଏକାଡେମି୧୮୭୫ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୧-୧୦ ମ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କାଜିବଜାର୧୯୧୯ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୧-୧୦ ମ
ବକଲେ ବାଳିକା ବିଦ୍ୟାଳୟ୧୯୪୭ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମ
କମଳାକାନ୍ତ ବିଦ୍ୟାପୀଠ୧୯୬୫ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମ
ରାଣୀହାଟ ଉଚ୍ଚ ବିଦ୍ୟାଳୟ୧୯୨୬ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମ
ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ୧୯୫୯ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମ
ଓଡ଼ିଶା ପୋଲିସ ହାଇସ୍କୁଲ୧୯୬୪ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମ
ନୂଆବଜାର ଉଚ୍ଚ ବିଦ୍ୟାଳୟ୧୯୪୪ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା୬-୧୦ ମ
କେନ୍ଦ୍ରୀୟ ବିଦ୍ୟାଳୟ, ନଂ-୧୧୯୮୦କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସି. ବି. ଏସ. ଈ.) , ନିଉ ଦିଲ୍ଲୀ୬-୧୦ ମ
ଏସ. ସି. ବି. ମେଡିକାଲ ପବ୍ଲିକ ସ୍କୁଲ୧୯୭୨କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସି. ବି. ଏସ. ଈ.) , ନିଉ ଦିଲ୍ଲୀ୬-୧୦ ମ
ସେଣ୍ଟ ଜୋସେଫ ବାଳିକା ଉଚ୍ଚ ବିଦ୍ୟାଳୟ୧୮୭୨ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (ଆଇ. ସି. ଏସ. ଈ.)ନର୍ସେରୀ-୧୦ମ
ଷ୍ଟୁଆର୍ଟ ବିଦ୍ୟାଳୟ୧୮୮୨ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (ଆଇ. ସି. ଏସ. ଈ.)ନର୍ସେରୀ-୧୦ମସୁଭାଷ ଚନ୍ଦ୍ର ବୋଷ
କେମ୍ବ୍ରିଜ ସ୍କୁଲ୧୯୬୧ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (ଆଇ. ସି. ଏସ. ଈ.)ନର୍ସେରୀ-୧୦ମ