କଖାରୁ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

କଖାରୁ ଏକ ପରିବା । ଓଡ଼ିଆ ରାନ୍ଧଣାରେ ଏହାକୁ ଡାଲମା, ଭଜା ଓ ଖଟା ତିଆରି କରିବାରେ ବ୍ୟବହାର କରାଯାଏ । ଛତୁ, ପରିବା କଟା, ଚୁନା ମାଛ ଓ ଛୋଟ ଚିଙ୍ଗୁଡି ଆଦି ପୋଡି ପତ୍ରପୋଡା କରିବାରେ କଖାରୁ ପତ୍ରର ବ୍ୟବହାର ହୁଏ । କଖାରୁ ପତ୍ର ଭଜା ଯାଏ । କଖାରୁ ଡଙ୍କରେ ରାଇ ଓ ତରକାରୀ ତିଆରି ହୁଏ । ଏହାର ଫୁଲରେ ବରା ତିଆରି ହୁଏ । [୧]

ଆଧାର[ସମ୍ପାଦନା]

  1. "Odia Receipe". nuaodisha.com. 2012. Retrieved 13 June 2012. Kakharu Phula Bhaja