କଖାରୁ
Jump to navigation
Jump to search
କଖାରୁ ଏକ ପରିବା । ଓଡ଼ିଆ ରାନ୍ଧଣାରେ ଏହାକୁ ଡାଲମା, ଭଜା ଓ ଖଟା ତିଆରି କରିବାରେ ବ୍ୟବହାର କରାଯାଏ । ଛତୁ, ପରିବା କଟା, ଚୁନା ମାଛ ଓ ଛୋଟ ଚିଙ୍ଗୁଡି ଆଦି ପୋଡି ପତ୍ରପୋଡା କରିବାରେ କଖାରୁ ପତ୍ରର ବ୍ୟବହାର ହୁଏ । କଖାରୁ ପତ୍ର ଭଜା ଯାଏ । କଖାରୁ ଡଙ୍କରେ ରାଇ ଓ ତରକାରୀ ତିଆରି ହୁଏ । ଏହାର ଫୁଲରେ ବରା ତିଆରି ହୁଏ । [୧]
ଆଧାର[ସମ୍ପାଦନା]
- ↑ "Odia Receipe". nuaodisha.com. 2012. Retrieved 13 June 2012.
Kakharu Phula Bhaja
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
Kalia Scheme Odisha Government Scheme for Farmers of Odisha