Jump to content

ଓଲୋଫ୍ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
Favicon of Wikipedia ଓଲୋଫ୍ ଉଇକିପିଡ଼ିଆ
Wikipedia-logo-v2-wo.svg
Screenshot
Wolof Wikipedia - Main Page (2024-11-29).png
Main Page of the Wolof Wikipedia in November 2024
ୟୁ.ଆର.ଏଲwo.wikipedia.org
ବ୍ୟବସାୟିକNo
ସାଇଟର ପ୍ରକାରInternet encyclopedia project
ରେଜେଷ୍ଟ୍ରିକରଣOptional
ମିଳୁଥିବା ଭାଷାWolof language
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକWikimedia Foundation

ଓଲୋଫ୍ ଉଇକିପିଡିଆ (Wolof Wikipedia) ହେଉଛି ଉଇକିପିଡିଆର ଓଲୋଫ୍ ଭାଷା ସଂସ୍କରଣ । ବର୍ତ୍ତମାନ ଏଥିରେ ୧,୭୪୪ଟି ଲେଖା ରହିଛି ।

ଏହି ଉଇକିପିଡିଆ ୨୦୦୫ ମସିହାର ଆରମ୍ଭରେ ବାମବାରା ଉଇକିପିଡ଼ିଆ ଏବଂ ଫୁଲା ଉଇକିପିଡିଆ ସହିତ ଆରମ୍ଭ ହୋଇଥିଲା । ଗିକକୋର୍ପ୍ସ (Geekcorps) ସହ କାମ କରୁଥିବା ଡଚ୍ ନାଗରିକ କାସ୍ପର୍ ସୋରେନ୍ ଗୋଟିଏ ଖୋଲା ଉତ୍ସ ସମ୍ମେଳନରେ ଦିଆଯାଇଥିବା ରିପୋର୍ଟରେ ଲେଖିଥିଲେ ଯେ ୨୦୦୬ ପର୍ଯ୍ୟନ୍ତ ଓଲୋଫ୍ ଉଇକିପିଡିଆରେ “ଅଧିକ କିଛି ଘଟିନଥିଲା” ।[] ସେହି ସମୟ ପର୍ଯ୍ୟନ୍ତ ଅତ୍ୟଲ୍ପ ବିଷୟବସ୍ତୁ ସହିତ ଅନେକ ଛୋଟ ଛୋଟ ଲେଖା ହିଁ ପ୍ରକାଶିତ ହୋଇଥିଲା ।

୨୦୦୭ ମସିହା ଏପ୍ରିଲ୍‌ରେ, ଇଟାଲୀରେ ବସବାସ କରୁଥିବା ସେନେଗାଲୀ ଛାତ୍ର ଇବ୍ରାହିମା ଫଲ୍ (ଉପନାମ Ibou) ଓଲୋଫ୍ ଉଇକିପିଡିଆରେ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଯୋଡ଼ିବା ଆରମ୍ଭ କରିଥିଲେ ।[] ୨୦୦୭ ମସିହା ନଭେମ୍ବରରେ ଏଥିରେ ୫୦୦ଟି, ୨୦୦୮ ମସିହା ଜୁନ୍‌ରେ ୫୪୩ଟି ଏବଂ ୨୦୧୫ ମସିହା ଅଗଷ୍ଟରେ ୧,୦୨୮ଟି ଲେଖା ଥିଲା ।[][]

ବାହ୍ୟ ଆଧାର

[ସମ୍ପାଦନା]
  1. ୧.୦ ୧.୧ ୧.୨ Lih, Andrew. "About Me". Website of Andrew Lih. Archived from the original on 2016-08-12. Retrieved 2009-04-02.
  2. "List of Wikipedias - Meta-Wiki". meta.wikimedia.org (in ଇଂରାଜୀ). Retrieved 2026-01-30.