ଓଲାରି ଭାଷା

ଉଇକିପିଡ଼ିଆ‌ରୁ
ଓଲାରି କୋଣ୍ଡେକର
ଗଦବା
କେଉଁ ଅଞ୍ଚଳଭାରତ
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଦ୍ରାବିଡ଼
  • ମଧ୍ୟ
    • ପରଜା–ଗଦବା
      • ଓଲାରି କୋଣ୍ଡେକର
ଭାଷା କୋଡ଼
ISO 639-3Either:

gdb – ଓଲାରି (ଗଦବା)

gau – କୋଣ୍ଡେକର (ଗଦବା)

ଓଲାରି ଭାଷା (ପଟ୍ଟାଙ୍ଗି ଓଲାର ଗଦବା, ଓଲାର ଗଦବା, ଓଲାର, ହଲ୍ଲାରି, ଆଲାର, ହଲାର ଗଦବା ଆଦି ନାମରେ ମଧ୍ୟ ପରିଚିତ) ଏକ ମଧ୍ୟ-ଦ୍ରାବିଡ଼ ଭାଷା । ଏହାର ନିକଟତମ ଭାଷା କୋଣ୍ଡେକର (ଗଦବା, ସାନ ଗଦବା, ଗଦ୍‌ବା, ସାନ, କଣ୍ଡେକର, କୋଣ୍ଡେକର ଗଦବା, ମୁଡିଲି ଗଦବା ଆଦି ନାମରେ ଜଣା) । ଏହି ଦୁଇଟି ଉଭୟ ଉପଭାଷା ଭାବେ ଓ ଅଲଗା ଅଲଗା ଭାଷା ଭାବେ ବିବେଚିତ ।[୨] ଏଗୁଡ଼ିକ ଓଡ଼ିଶାର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗିଆନ୍ଧ୍ରପ୍ରଦେଶର ଶ୍ରୀକାକୁଳମ ଜିଲ୍ଲାରେ କଥିତ ।

ସାଥୁପତି ପ୍ରସନ୍ନ ଶ୍ରୀ ଏହି ଭାଷା ନିମନ୍ତେ ଏକ ସ୍ୱତନ୍ତ୍ର ଲିପି ତିଆରି କରିଥିଲେ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • Krishnamurti, B. (2003), The Dravidian Languages, Cambridge University Press, ISBN 0-521-77111-0