Jump to content

ଓମ୍ ନମଃ ଶିବାୟ ଭକ୍ତିରେ ଶକ୍ତି

ଉଇକିପିଡ଼ିଆ‌ରୁ
ଓମ୍ ନମଃ ଶିବାୟ ଭକ୍ତିରେ ଶକ୍ତି
ନିର୍ଦ୍ଦେଶକଆଲୋକ ବେହେରା
ସଂଳାପସୁନିଲ
ଚିତ୍ରନାଟ୍ୟତରଙ୍ଗ ଟିମ୍
କାହାଣୀତରଙ୍ଗ ଟିମ୍
କଳାକାରଜସ୍ମିନ ରଥ
ସ୍ୱାଧୀନ କୁମାର
କ୍ରିଷ୍ଣା କର
ସଙ୍ଗୀତଲଳିତ କୁମାର
ସମ୍ପାଦକଦୀପକ ସାହୁ
ବିତରକତରଙ୍ଗ ଟିଭି
ତରଙ୍ଗ ପ୍ଲସ୍
ମୁକ୍ତିଲାଭ ତାରିଖ
୩ ଅଗଷ୍ଟ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ଓମ୍ ନମଃ ଶିବାୟ ଭକ୍ତିରେ ଶକ୍ତି ୨୦୨୫ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ଫିଲ୍ମସ୍ ଦ୍ୱାରା ପ୍ରଯୋଜନା କରାଯାଇଥିଲା । ତରଙ୍ଗ ଟିମ୍ ଦ୍ୱାରା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରାଯାଇଥିଲା । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସୁନିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ଆଲୋକ ବେହେରା । ସଙ୍ଗୀତକାର ଲଳିତ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଜସ୍ମିନ ରଥ, ସ୍ୱାଧୀନ କୁମାର, କ୍ରିଷ୍ଣା କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୩ ଅଗଷ୍ଟ ୨୦୨୫ରେ ଏହି କଥଚିତ୍ରଟି ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଲଳିତ କୁମାର । ଗୀତିକାର ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ

ବାହାର ଆଧାର

[ସମ୍ପାଦନା]