ଓଡେଭିକ୍ସିବାଟ
ଦେଖଣା
![]() | |
Clinical data | |
---|---|
Trade names | Bylvay |
Synonyms | A4250 |
AHFS/Drugs.com | monograph |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C37H48N4O8S2 |
Molar mass | ୭୪୦.୯୩ g·mol−1 |
3D model (JSmol) | |
| |
|
ଓଡେଭିକ୍ସିବାଟ (ଇଂରାଜୀ ଭାଷାରେ Odevixibat), ବାଇଲଭେ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ପ୍ରଗତିଶୀଳ ପାରିବାରିକ ଇଣ୍ଟ୍ରାହେପାଟିକ୍ କୋଲେଷ୍ଟାସିସ୍ (PFIC) ରୋଗରେ ହେଉଥିବା ଗଲୁ ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୩] ରୋଗ ଅତି କମରେ ୩ ମାସ ପୁରୁଣା ହୋଇଥିଲେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଯକୃତ ବୃଦ୍ଧି, ଚର୍ବି ଦ୍ରବଣୀୟ ଜୀବସାର ଅଭାବ ଏବଂ ଯକୃତ ପ୍ରଦାହ ହୋଇପାରେ ।[୧] [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଇଲିଆଲ୍ ବାଇଲ୍ ଏସିଡ୍ ପରିବହନକାରୀର (ଆଇବିଏଟ୍) ଏକ ପ୍ରତିବନ୍ଧକ ।
୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଓଡେଭିକ୍ସିବାଟ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୪୦୦ ମାଗ୍ରାର ମାସିକ ଔଷଧ ଖର୍ଚ୍ଚ ୨୦୨୨ ସୁଦ୍ଧା ପ୍ରାୟ ୬୨୦୦ ପାଉଣ୍ଡ ଥିଲା । [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୩,୦୦୦ ଡଲାର ଅଟେ ।| [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Bylvay EPAR". European Medicines Agency (EMA). 20 April 2021. Archived from the original on 29 July 2021. Retrieved 28 July 2021.
- ↑ "Bylvay". Union Register of medicinal products. Archived from the original on 24 July 2021. Retrieved 23 July 2021.
- ↑ ୩.୦ ୩.୧ ୩.୨ ୩.୩ "Bylvay- odevixibat capsule, coated pellets". DailyMed. Archived from the original on 29 July 2021. Retrieved 28 July 2021.
- ↑ "Odevixibat". SPS - Specialist Pharmacy Service. 17 December 2018. Archived from the original on 3 March 2022. Retrieved 29 October 2022.
- ↑ "Bylvay". Retrieved 29 October 2022.