ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Odisha Tourism Development Corporation
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
OTDC Logo..png
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସରକାରୀ ପ୍ରତୀକ
ସରକାରୀ ନିଗମ, ଓଡ଼ିଶା overview
Formed ୧୯୭୯[୧]
Jurisdiction ଓଡ଼ିଶା ସରକାର
Headquarters ପାନ୍ଥ ନିବାସ (ଓଲ୍ଡ ବ୍ଲକ), ଲୁଇସ ରୋଡ଼, ଭୁବନେଶ୍ୱର ୭୫୧୦୧୪
20°15′10.318″N 85°50′32.521″E / 20.25286611°N 85.84236694°E / 20.25286611; 85.84236694
Minister responsible ଅଶୋକ ଚନ୍ଦ୍ର ପଣ୍ଡା[୨][୩], ପର୍ଯଟନ ଓ ସଂସ୍କୃତି
ସରକାରୀ ନିଗମ, ଓଡ଼ିଶା executives ନରେନ୍ଦ୍ର କୁମାର ସ୍ୱାଇଁ[୪], ଚେଆରମ୍ୟାନ
ଅନୀଲ କୁମାର ସାମଲ[୫], ପରିଚାଳନା ନିର୍ଦ୍ଦେଶକ
Parent department ଓଡ଼ିଶା ପର୍ଯ୍ୟଟନ ବିଭାଗ
Website
otdc.in
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଇଂରାଜୀ: Odisha Tourism Development Corporation', ଓଟିଡିସି) ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ଏକ ନିଗମ । ଏହା ୧୯୭୯ରେ ରାଜ୍ୟରେ ପର୍ଯ୍ୟଟନର ବିକାଶ, ଆଗରୁ ଥିବା ପର୍ଯ୍ୟଟନ ଅତିଥି ଭବନ ଓ ପରିବହନ ଆଦିର ଦେଖାଶୁଣା କରିବା ପାଇଁ ଆରମ୍ଭ ହୋଇଥିଲା ।[୧] ଏହି ବିଭାଗଦ୍ୱାରା ପରିଚାଳିତ ଅତିଥି ଭବନ ପାନ୍ଥ ନିବାସ ନାମରେ ଜଣା ।

ଯାତ୍ରା[ସମ୍ପାଦନା]

ପ୍ୟାକେଜ ଟୁର[ସମ୍ପାଦନା]

ଓଟିଡିସି ଟୁର ପ୍ୟାକେଜ ସେବା ଯୋଗାଇଥାଏ ।[୬] ନବକଳେବର ଭଳି ଋତୁକାଳୀନ ବିଶେଷ କାର୍ୟ୍ୟକ୍ରମରେ ଭାଗନେବା ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଟୁର ପ୍ୟାକେଜର ବ୍ୟବସ୍ଥା କରାଯାଇଥାଏ ।[୭][୮]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]