ଓଡ଼ିଶା କ୍ରିକେଟ ଦଳ

ଉଇକିପିଡ଼ିଆ ରୁ
Jump to navigation Jump to search
ଓଡ଼ିଶା କ୍ରିକେଟ ଦଳ
Captain:ନଟରାଜ ବେହେରା
Coach:ଭାରତ ଦେବାଶିଷ ମହାନ୍ତି
Owner:ଓଡ଼ିଶା କ୍ରିକେଟ ଆସୋସିଏସନ
Founded:୧୯୩୦
Home ground:ବାରବାଟି ଷ୍ଟାଡିଅମ
Capacity:୪୫,୦୦୦
Official website:OCA
ଓଡ଼ିଶା, ଭାରତୀୟ ରେଳବାଇ ବିପକ୍ଷରେ ଖେଳୁଛି ।

ଓଡ଼ିଶା କ୍ରିକେଟ ଦଳ ଓଡ଼ିଶାର ଘରୋଇ କ୍ରିକେଟ ଦଳ ଅଟେ । ରଣଜୀ ଟ୍ରଫିର ଏହା ଏକ ପ୍ରମୁଖ ଦଳ ଅଟେ । ଏହାର ମୁଖ୍ୟ ପଡିଆ ହେଉଛି କଟକଠାରେ ଥିବା ବାରବାଟି ଷ୍ଟାଡିଅମ ।ଘରୋଇ ମ୍ୟାଚ ଗୁଡିକ କଟକଠାରେ ଥିବା ଡ୍ରିମ୍ସ କ୍ରିକେଟ ଷ୍ଟାଡିଅମ,ଭୁବନେଶ୍ୱରଠାରେ ଥିବା ପୂର୍ବ ତଟ ରେଳବାଇ ଷ୍ଟାଡିଅମ,ସମ୍ବଲପୁରଠାରେ ଥିବା ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ,କିଟ କ୍ରିକେଟ ଷ୍ଟାଡିୟମ ଇତ୍ୟାଦିଠାରେ ଖେଳା ଯାଇ ଥାଏ । ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଓଡ଼ିଶା କ୍ରିକେଟ ଦଳକୁ ଚୟନ କରିଥାଏ ।

ପ୍ରସିଦ୍ଧ ଖେଳାଳି[ସମ୍ପାଦନା]

ଦଳ[ସମ୍ପାଦନା]

କ୍ରମିକ ନାମ ଜନ୍ମ ତାରିଖ Notes
ବ୍ୟାଟ୍ସମ୍ୟାନ
୧. ଗୋବିନ୍ଦ ପୋଦ୍ଦାର ୯ ସେପ୍ଟେମ୍ବର ୧୯୯୧ (1991-09-09) (୨୭ ବର୍ଷ) ମିଡିଲ ଅଡର ବ୍ୟାଟ୍ସମ୍ୟାନ
୨. ଅନୁରାଗ ଷଡଙ୍ଗୀ ୧୭ ଡିସେମ୍ବର ୧୯୯୨ (1992-12-17) (୨୬ ବର୍ଷ)
୩. ନଟରାଜ ବେହେରା ୨୮ ମଇ ୧୯୮୮ (1988-05-28) (୩୧ ବର୍ଷ) ସର୍ବାଧିକ ରନ ୨୫୫*
୪. ଅଭିଷେକ ମଲ୍ଲିକ ୨୧ ନଭେମ୍ବର ୧୯୯୧ (1991-11-21) (୨୭ ବର୍ଷ) ଅଧିନାୟକ
୫. ଆଲୋକ ମଙ୍ଗରାଜ ୨୮ ନଭେମ୍ବର ୧୯୮୮ (1988-11-28) (୩୦ ବର୍ଷ)
୬. ନିରଞ୍ଜନ ବେହେରା ୨ ମଇ ୧୯୮୪ (1984-05-02) (୩୫ ବର୍ଷ)
୭. ବିପ୍ଲବ ସାମନ୍ତରାୟ ୧୪ ଡିସେମ୍ବର ୧୯୮୮ (1988-12-14) (୩୦ ବର୍ଷ)
୮. ହଲଧର ଦାଶ ୧୦ ଡିସେମ୍ବର ୧୯୮୬ (1986-12-10) (୩୨ ବର୍ଷ) ୱିକେଟ କିପର
୯. ଶୁଭ୍ରଜିତ ସାହୁ ୧୨ ନଭେମ୍ବର ୧୯୮୮ (1988-11-12) (୩୦ ବର୍ଷ) ୱିକେଟ କିପର
୧୦. ଟୁକୁନା ସାହୁ ୭ ଜାନୁଆରୀ ୧୯୮୭ (1987-01-07) (୩୨ ବର୍ଷ)
୧୧. ଦୀପକ ବେହେରା ୧୫ ଜାନୁଆରୀ ୧୯୮୫ (1985-01-15) (୩୪ ବର୍ଷ)
ପେସର
୧୨. ବସନ୍ତ ମହାନ୍ତି ୨୪ ନଭେମ୍ବର ୧୯୮୬ (1986-11-24) (୩୨ ବର୍ଷ)
୧୩. ସୁର୍ଜ୍ୟକାନ୍ତ ଦାଶ ୩୦ ସେପ୍ଟେମ୍ବର ୧୯୯୩ (1993-09-30) (୨୫ ବର୍ଷ)
ସ୍ପିନର
୧୪. ଧୀରଜ ସିଂହ ୨୧ ନଭେମ୍ବର ୧୯୮୭ (1987-11-21) (୩୧ ବର୍ଷ)

ଆଧାର[ସମ୍ପାଦନା]