ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଳାସଗଡ଼ିଆ
ଦେଖଣା
| ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଳାସଗଡ଼ିଆ | |
|---|---|
| ଅବସ୍ଥାନ | |
| ପଳାସଗଡ଼ିଆ, ନିଳୋକ, ବନ୍ତ, ଭଦ୍ରକ | |
| ଦିଗବାରେଣି | 21°05′10″N 86°19′58″E / 21.0860768°N 86.3327383°E |
| ବିବରଣୀ | |
| ଶ୍ରେଣୀ | ଶ୍ରେଣୀ ୬ଷ୍ଠରୁ ୧୨ଶ |
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଳାସଗଡ଼ିଆ ଓଡ଼ିଶାରେ ଥିବା ଏକ ସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ । ଏହି ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିନରେ ପ୍ରତିଷ୍ଠା ହୋଇଥିଲା ।[୧]
ଅବସ୍ଥିତି
[ସମ୍ପାଦନା]ଏହି ବିଦ୍ୟାଳୟଟି ଭଦ୍ରକ ଜିଲ୍ଲାର ବନତ ବ୍ଲକ ଅନ୍ତର୍ଗତ ନିଳୋକ ପଞ୍ଚାୟତ ଅଧିନରେ ଥିବା ପଳାସଗଡ଼ିଆ ଗ୍ରାମରେ ଅବସ୍ଥିତ । ଜିଲ୍ଲା ସଦର ମହକୁମା ଠାରୁ ବିଦ୍ୟାଳୟଟି ୨୫ କିଲୋମିଟର ଦୂରରେ ଅବସ୍ଥିତ । ବିଦ୍ୟାଳୟରେ ୬ଷ୍ଠରୁ ୧୨ଶ ପର୍ଯ୍ୟନ୍ତ ୭ଟି ଶ୍ରେଣୀ ରହିଛି, ଯେଉଁଥିରେ ସିବିଏସି ପାଠ୍ୟ ଖସଡ଼ା ଅନୁସାରେ ଶିକ୍ଷାଦାନ କରାଯାଏ ।[୧]
ଆଧାର
[ସମ୍ପାଦନା]- 1 2 "Odisha Adarsha Vidyalaya, Palasgadia". Odisha Adarsh Vidyalaya. Retrieved 10 November 2024.[permanent dead link]