ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦଙ୍କ ତାଲିକା
Appearance
(ଓଡ଼ିଶାର ରାଜ୍ୟସଭା ସଭ୍ୟ ମାନଙ୍କର ତାଲିକାରୁ ଲେଉଟି ଆସିଛି)
ରାଜ୍ୟସଭାକୁ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ସମସ୍ତ ସଦସ୍ୟଙ୍କ ତାଲିକା (୧୯୫୨ ମସିହାଠାରୁ ୨୦୧୨)
[ସମ୍ପାଦନା]ସଂ. | ନାମ | ଦଳ | ପାଳି | କାର୍ଯ୍ୟକାଳ ଆରମ୍ଭ | କାର୍ଯ୍ୟକାଳ ଶେଷ |
---|---|---|---|---|---|
୧ | ଅକ୍ଷୟ ପଣ୍ଡା | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୮୦ | ୦୧ ଜୁଲାଇ ୧୯୮୬ |
୨ | ଅନନ୍ତ ସେଠୀ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୯୬ | ୦୨ ଅପ୍ରେଲ ୨୦୦୨ |
୩ | ଅଭିମନ୍ୟୁ ରଥ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
୪ | ଆର. ପି. ଦୁବେ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୬୦ |
୫ | ଇଲା ପଣ୍ଡା | ଜନତା ଦଳ | ୧ | ୦୨ ଜୁଲାଇ ୧୯୯୨ | ୦୧ ଜୁଲାଇ ୧୯୯୮ |
୬ | ଏସ. ଆର. ବୋମାଇ | ଜନତା ଦଳ | ୧ | ୦୨ ଜୁଲାଇ ୧୯୯୨ | ୦୧ ଜୁଲାଇ ୧୯୯୮ |
୭ | କାମାକ୍ଷା ପ୍ରସାଦ ସିଂଦେଓ | ଅନ୍ୟ | ୧ | ୨୮ ଜାନୁଆରୀ ୧୯୭୨ | ୦୨ ଅପ୍ରେଲ ୧୯୭୬ |
୮ | କିଶୋର କୁମାର ମହାନ୍ତି | ବିଜୁ ଜନତା ଦଳ | ୧ | ୦୬ ଅଗଷ୍ଟ ୨୦୦୯ | ୦୩ ଅପ୍ରେଲ ୨୦୧୨ |
୯ | କୃଷ୍ଣ ଚନ୍ଦ୍ର ପଣ୍ଡା | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୮ | ୦୨ ଅପ୍ରେଲ ୧୯୭୪ |
୧୦ | କୃଷ୍ଣ ଚନ୍ଦ୍ର ଲେଙ୍କା | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୮ | ୦୨ ଅପ୍ରେଲ ୧୯୯୪ |
୧୧ | କେ. ବାସୁଦେବ ପାନିକର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୪ | ୦୨ ଅପ୍ରେଲ ୧୯୯୦ |
୧୨ | ଗଣେଶ୍ୱର କୁସୁମ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୪ | ୦୨ ଅପ୍ରେଲ ୧୯୯୦ |
୧୩ | ଗୟାଚାନ୍ଦ ଭୂୟାଁ | JAN | ୧ | ୦୩ ଅପ୍ରେଲ ୧୯୮୨ | ୦୨ ଅପ୍ରେଲ ୧୯୮୮ |
୧୪ | ଗୋବିନ୍ଦ ଚନ୍ଦ୍ର ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୬ ଡିସେମ୍ବର ୧୯୫୬ | ୦୨ ଅପ୍ରେଲ ୧୯୬୦ |
୧୫ | ଘାସିରାମ ସାଣ୍ଡିଲ | ଅନ୍ୟ | ୧ | ୦୫ ମଇ ୧୯୫୯ | ୦୨ ଅପ୍ରେଲ ୧୯୬୦ |
୧୬ | ଛତ୍ରପାଲ ସିଂହ ଲୋଧା | ଭାରତୀୟ ଜନତା ପାର୍ଟି | ୧ | ୦୨ ଅପ୍ରେଲ ୨୦୦୪ | ୧୮ ଡିସେମ୍ବର ୨୦୦୫ |
୧୭ | ଜଗଦିଶ ଜାନୀ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୮୦ | ୦୧ ଜୁଲାଇ ୧୯୮୬ |
୧୭.୧ | ଜଗଦିଶ ଜାନୀ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୨ ଜୁଲାଇ ୧୯୮୬ | ୦୧ ଜୁଲାଇ ୧୯୯୨ |
୧୮ | ଜଗନ୍ନାଥ ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୬ |
୧୯ | ଜୟନ୍ତୀ ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୯୬ | ୦୨ ଅପ୍ରେଲ ୨୦୦୨ |
୨୦ | ଦିବାକର ପଟ୍ଟନାୟକ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୮ | ୦୨ ଅପ୍ରେଲ ୧୯୬୪ |
୨୧ | ଦିଲୀପ ତିର୍କି | ବିଜୁ ଜନତା ଦଳ | ୧ | ୦୪ ଅପ୍ରେଲ ୨୦୦୧୨ | ୦୩ ଅପ୍ରେଲ ୨୦୧୮ |
୨୨ | ଦିଲ୍ଲିପ ରାୟ | ବିଜୁ ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୬ | ୦୨ ଅପ୍ରେଲ ୨୦୦୨ |
୨୨.୧ | ଦିଲ୍ଲିପ ରାୟ | ସ୍ୱାଧୀନ | ୨ | ୦୩ ଅପ୍ରେଲ ୨୦୦୨ | ୦୨ ଅପ୍ରେଲ ୨୦୦୮ |
୨୩ | ଦେବାନନ୍ଦ ଅମାତ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୬ ମାର୍ଚ୍ଚ ୧୯୭୩ | ୦୨ ଅପ୍ରେଲ ୧୯୭୪ |
୨୪ | ଧନଞ୍ଜୟ ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୨୨ ଅଗଷ୍ଟ ୧୯୬୧ | ୦୨ ଅପ୍ରେଲ ୧୯୬୪ |
୨୫ | ଧନେଶ୍ୱର ମାଝି | JAN | ୧ | ୦୩ ଅପ୍ରେଲ ୧୯୭୮ | ୦୨ ଅପ୍ରେଲ ୧୯୮୪ |
୨୬ | ନନ୍ଦ କିଶୋର ଦାସ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୦ | ୦୨ ଅପ୍ରେଲ ୧୯୬୬ |
୨୭ | ନନ୍ଦିନୀ ଶତପଥୀ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୬୨ | ୦୨ ଅପ୍ରେଲ ୧୯୬୮ |
୨୭.୧ | ନନ୍ଦିନୀ ଶତପଥୀ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୬୮ | ୦୨ ଅପ୍ରେଲ ୧୯୭୪ |
୨୮ | ନରସିଂହ ପ୍ରସାଦ ନନ୍ଦ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୬ | ୦୨ ଅପ୍ରେଲ ୧୯୮୨ |
୨୯ | ନରେନ୍ଦ୍ର ପ୍ରଧାନ | ଜନତା ଦଳ | ୧ | ୦୨ ଜୁଲାଇ ୧୯୯୨ | ୦୧ ଜୁଲାଇ ୧୯୯୮ |
୩୦ | ନାରାୟଣ ପାତ୍ର | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୪ | ୦୨ ଅପ୍ରେଲ ୧୯୭୦ |
୩୧ | ନିଳମଣି ରାଉତରାୟ | JAN | ୧ | ୦୩ ଅପ୍ରେଲ ୧୯୭୬ | ୦୨ ଅପ୍ରେଲ ୧୯୮୨ |
୩୨ | ପତିତପାବନ ପ୍ରଧାନ | LD | ୧ | ୧୩ ଜୁଲାଇ ୧୯୭୭ | ୦୨ ଅପ୍ରେଲ ୧୯୮୨ |
୩୩ | ପି. ଡି. ହିମତସିଙ୍ଗ୍କା | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
୩୪ | ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜଦେଓ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୪ |
୩୪.୧ | ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜଦେଓ | ଅନ୍ୟ | ୨ | ୦୩ ଅପ୍ରେଲ ୧୯୫୪ | ୦୨ ଅପ୍ରେଲ ୧୯୬୦ |
୩୫ | ପ୍ରଭାତ କୁମାର ସାମନ୍ତରାୟ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୦ | ୦୨ ଅପ୍ରେଲ ୧୯୯୬ |
୩୬ | ପ୍ରମିଳା ବହିଦାର | ବିଜୁ ଜନତା ଦଳ | ୧ | ୦୩ ଅପ୍ରେଲ ୨୦୦୨ | ୦୨ ଅପ୍ରେଲ ୨୦୦୮ |
୩୭ | ପ୍ୟାରିମୋହନ ମହାପାତ୍ର | ବିଜୁ ଜନତା ଦଳ | ୧ | ୦୨ ଜୁଲାଇ ୨୦୦୪ | ୦୧ ଜୁଲାଇ ୨୦୧୦ |
୩୭.୧ | ପ୍ୟାରିମୋହନ ମହାପାତ୍ର | ବିଜୁ ଜନତା ଦଳ | ୨ | ୦୨ ଜୁଲାଇ ୨୦୧୦ | ୦୧ ଜୁଲାଇ ୨୦୧୬ |
୩୮ | ଫ୍ରିଡ଼ା ଟପ୍ନୋ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୭ ଅପ୍ରେଲ ୧୯୯୮ | ୦୨ ଅପ୍ରେଲ ୨୦୦୨ |
୩୯ | ବନମାଳୀ ବାବୁ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୨ | ୦୨ ଅପ୍ରେଲ ୧୯୮୮ |
୪୦ | ବଲବୀର ପୁଞ୍ଜ | ଭାରତୀୟ ଜନତା ପାର୍ଟି | ୧ | ୦୩ ଅପ୍ରେଲ ୨୦୦୮ | ୦୨ ଅପ୍ରେଲ ୨୦୧୪ |
୪୧ | ବସନ୍ତ କୁମାର ଦାସ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୦ | ୦୨ ଅପ୍ରେଲ ୧୯୯୬ |
୪୨ | ବାଙ୍କ ବିହାରୀ ଦାସ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୬ | ୦୨ ଅପ୍ରେଲ ୧୯୭୨ |
୪୩ | ବାସୁଦେବ ମହାପାତ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୮୬ | ୦୧ ଜୁଲାଇ ୧୯୯୨ |
୪୪ | ବିଜୁ ପଟ୍ଟନାୟକ | ଜନତା ଦଳ | ୧ | ୧୩ ମଇ ୧୯୭୧ | ୦୬ ଅକ୍ଟୋବର ୧୯୭୧ |
୪୫ | ବିନୟ କୁମାର ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୬୪ | ୦୨ ଅପ୍ରେଲ ୧୯୭୦ |
୪୫.୧ | ବିନୟ କୁମାର ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୭୦ | ୦୨ ଅପ୍ରେଲ ୧୯୭୬ |
୪୬ | ବିବୁଧେନ୍ଦ୍ର ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୮ | ୦୨ ଅପ୍ରେଲ ୧୯୬୪ |
୪୭ | ବିଶ୍ୱନାଥ ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୪ | ୦୨ ଅପ୍ରେଲ ୧୯୬୦ |
୪୭.୧ | ବିଶ୍ୱନାଥ ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୬୦ | ୦୨ ଅପ୍ରେଲ ୧୯୬୬ |
୪୮ | ବୀର କେଶରୀ ଦେଓ | ଅନ୍ୟ | ୧ | ୧୯ ଅପ୍ରେଲ ୧୯୬୭ | ୦୨ ଅପ୍ରେଲ ୧୯୭୦ |
୪୮.୧ | ବୀର କେଶରୀ ଦେଓ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୭୦ | ୦୨ ଅପ୍ରେଲ ୧୯୭୬ |
୪୯ | ବୈକୁଣ୍ଠ ନାଥ ସାହୁ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୭ ଅକ୍ଟୋବର ୧୯୮୮ | ୦୨ ଅପ୍ରେଲ ୧୯୯୦ |
୫୦ | ବୈଜୟନ୍ତ ପଣ୍ଡା | ବିଜୁ ଜନତା ଦଳ | ୧ | ୦୪ ଅପ୍ରେଲ ୨୦୦୦ | ୦୩ ଅପ୍ରେଲ ୨୦୦୬ |
୫୦.୧ | ବୈଜୟନ୍ତ ପଣ୍ଡା | ବିଜୁ ଜନତା ଦଳ | ୧ | ୦୪ ଅପ୍ରେଲ ୨୦୦୬ | ୦୩ ଅପ୍ରେଲ ୨୦୧୨ |
୫୧ | ବୈଦ୍ୟନାଥ ରଥ | ସି. ପି. ଆଇ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୪ |
୫୨ | ବୈରାଗି ଦ୍ୱିବେଦୀ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୦ | ୦୨ ଅପ୍ରେଲ ୧୯୬୬ |
୫୩ | ବୈଷ୍ଣବ ଚରଣ ପରିଡ଼ା | ବିଜୁ ଜନତା ଦଳ | ୧ | ୦୨ ଜୁଲାଇ ୨୦୧୦ | ୦୧ ଜୁଲାଇ ୨୦୧୬ |
୫୪ | ବ୍ରହ୍ମାନନ୍ଦ ପଣ୍ଡା | ଅନ୍ୟ | ୧ | ୩୦ ନଭେମ୍ବର ୧୯୬୭ | ୦୨ ଅପ୍ରେଲ ୧୯୭୨ |
୫୪.୧ | ବ୍ରହ୍ମାନନ୍ଦ ପଣ୍ଡା | ଅନ୍ୟ | ୨ | ୦୩ ଅପ୍ରେଲ ୧୯୭୨ | ୦୨ ଅପ୍ରେଲ ୧୯୭୮ |
୫୫ | ଭଗବାନ ମାଝି | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୪ | ୦୨ ଅପ୍ରେଲ ୨୦୦୦ |
୫୬ | ଭବାନି ଚରଣ ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୨୯ ଅଗଷ୍ଟ ୧୯୬୧ | ୦୨ ଅପ୍ରେଲ ୧୯୬୬ |
୫୬.୧ | ଭବାନି ଚରଣ ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୬୬ | ୦୨ ଅପ୍ରେଲ ୧୯୭୨ |
୫୬.୨ | ଭବାନି ଚରଣ ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୩ | ୦୩ ଅପ୍ରେଲ ୧୯୭୮ | ୦୨ ଅପ୍ରେଲ ୧୯୮୪ |
୫୭ | ଭାଗିରଥୀ ମହାପାତ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
୫୮ | ଭାଗିରଥୀ ମାଝି | ଭାରତୀୟ ଜନତା ପାର୍ଟି | ୧ | ୨୪ ମାର୍ଚ୍ଚ ୨୦୦୬ | ୦୧ ଜୁଲାଇ ୨୦୧୦ |
୫୯ | ଭୂବନାନନ୍ଦ ଦାସ | ଅନ୍ୟ | ୧ | ୨୭ ଅପ୍ରେଲ ୧୯୫୭ | ୨୩ ଫେବୃଆରୀ ୧୯୫୮ |
୬୦ | ଭୈରବ ଚନ୍ଦ୍ର ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୪ | ୦୨ ଅପ୍ରେଲ ୧୯୮୦ |
୬୧ | ମଙ୍ଗଳା କିଶାନ | ବିଜୁ ଜନତା ଦଳ | ୧ | ୦୩ ଅପ୍ରେଲ ୨୦୦୮ | ୦୨ ଅପ୍ରେଲ ୨୦୧୪ |
୬୨ | ମନମୋହନ ମାଥୁର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୮ | ୦୨ ଅପ୍ରେଲ ୧୯୯୪ |
୬୩ | ମନମୋହନ ସାମଲ | ଭାରତୀୟ ଜନତା ପାର୍ଟି | ୧ | ୦୪ ଅପ୍ରେଲ ୨୦୦୦ | ୦୩ ଅପ୍ରେଲ ୨୦୦୬ |
୬୪ | ମନ୍ମଥ ନାଥ ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୯୮ | ୦୧ ଜୁଲାଇ ୨୦୦୪ |
୬୫ | ମନ୍ମଥ ନାଥ ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୬୨ | ୦୨ ଅପ୍ରେଲ ୧୯୬୮ |
୬୬ | ମହେଶ୍ୱର ନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
୬୬.୧ | ମହେଶ୍ୱର ନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
୬୭ | ମୀରା ଦାସ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୦ | ୦୨ ଅପ୍ରେଲ ୧୯୯୬ |
୬୮ | ମୋରିସ କୁଜୁର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୯୬ | ୦୨ ଅପ୍ରେଲ ୨୦୦୨ |
୬୯ | ରଙ୍ଗନାଥ ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୯୮ | ୦୧ ଜୁଲାଇ ୨୦୦୪ |
୭୦ | ରବି ରାୟ | LD | ୧ | ୦୩ ଅପ୍ରେଲ ୧୯୭୪ | ୦୨ ଅପ୍ରେଲ ୧୯୮୦ |
୭୧ | ରବିନାରାୟଣ ମହାପାତ୍ର | ବିଜୁ ଜନତା ଦଳ | ୧ | ୦୪ ଅପ୍ରେଲ ୨୦୧୨ | ୦୩ ଅପ୍ରେଲ ୨୦୧୮ |
୭୨ | ରାଧାକାନ୍ତ ନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୨୦୦୪ | ୦୧ ଜୁଲାଇ ୨୦୧୦ |
୭୩ | ରାଧାକୃଷ୍ଣ ବିଶ୍ୱାସରାୟ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୮ |
୭୪ | ରାମ ଚନ୍ଦ୍ର ଖୁଣ୍ଟିଆ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୯୮ | ୦୧ ଜୁଲାଇ ୨୦୦୪ |
୭୪.୧ | ରାମ ଚନ୍ଦ୍ର ଖୁଣ୍ଟିଆ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୨୦୦୮ | ୦୨ ଅପ୍ରେଲ ୨୦୧୪ |
୭୫ | ରାହାସ ବିହାରୀ ବାରିକ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୪ | ୦୨ ଅପ୍ରେଲ ୨୦୦୦ |
୭୬ | ରୁଦ୍ର ନାରାୟଣ ପାଣି | ଭାରତୀୟ ଜନତା ପାର୍ଟି | ୧ | ୨୪ ଜୁନ ୨୦୦୪ | ୦୩ ଅପ୍ରେଲ ୨୦୦୬ |
୭୬.୧ | ରୁଦ୍ର ନାରାୟଣ ପାଣି | ଭାରତୀୟ ଜନତା ପାର୍ଟି | ୨ | ୦୪ ଅପ୍ରେଲ ୨୦୦୬ | ୦୩ ଅପ୍ରେଲ ୨୦୧୨ |
୭୭ | ରେଣୁବାଳା ପ୍ରଧାନ | ବିଜୁ ଜନତା ଦଳ | ୧ | ୦୩ ଅପ୍ରେଲ ୨୦୦୮ | ୦୨ ଅପ୍ରେଲ ୨୦୧୪ |
୭୮ | ଲକ୍ଷ୍ମଣ ମହାପାତ୍ର | ସି. ପି. ଆଇ | ୧ | ୦୩ ଅପ୍ରେଲ ୧୯୭୪ | ୦୨ ଅପ୍ରେଲ ୧୯୮୦ |
୭୯ | ଲିଙ୍ଗରାଜ ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୨୭ ଅପ୍ରେଲ ୧୯୫୭ | ୧୯ ଡିସେମ୍ବର ୧୯୫୭ |
୮୦ | ଲୋକନାଥ ମିଶ୍ର | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୦ | ୦୨ ଅପ୍ରେଲ ୧୯୬୬ |
୮୦.୧ | ଲୋକନାଥ ମିଶ୍ର | ଅନ୍ୟ | ୨ | ୦୩ ଅପ୍ରେଲ ୧୯୬୬ | ୦୨ ଅପ୍ରେଲ ୧୯୭୨ |
୮୦.୨ | ଲୋକନାଥ ମିଶ୍ର | JAN | ୩ | ୦୩ ଅପ୍ରେଲ ୧୯୭୨ | ୦୨ ଅପ୍ରେଲ ୧୯୭୮ |
୮୧ | ଶଙ୍କର ପ୍ରତାପ ସିଂହ ଦେବ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୪ | ୦୨ ଅପ୍ରେଲ ୧୯୭୦ |
୮୨ | ଶଶିଭୂଷଣ ବେହେରା | ବିଜୁ ଜନତା ଦଳ | ୧ | ୦୨ ଜୁଲାଇ ୨୦୧୦ | ୦୧ ଜୁଲାଇ ୨୦୧୬ |
୮୩ | ଶାରଦା ମହାନ୍ତି | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୦ | ୦୨ ଅପ୍ରେଲ ୧୯୯୬ |
୮୪ | ଶୈଳବାଳା ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୪ |
୮୫ | ଶ୍ୟାମ ସୁନ୍ଦର ମହାପାତ୍ର | IND. | ୧ | ୦୨ ଜୁଲାଇ ୧୯୮୦ | ୦୧ ଜୁଲାଇ ୧୯୮୬ |
୮୬ | ସତ୍ୟାନନ୍ଦ ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୭ ଅପ୍ରେଲ ୧୯୬୨ | ୦୨ ଅପ୍ରେଲ ୧୯୬୪ |
୮୭ | ସନାତନ ବିଶି | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୪ | ୦୨ ଅପ୍ରେଲ ୨୦୦୦ |
୮୮ | ସନ୍ତୋଷ କୁମାର ସାହୁ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୬ | ୦୨ ଅପ୍ରେଲ ୧୯୮୨ |
୮୮.୧ | ସନ୍ତୋଷ କୁମାର ସାହୁ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୮୨ | ୦୨ ଅପ୍ରେଲ ୧୯୮୮ |
୮୮.୨ | ସନ୍ତୋଷ କୁମାର ସାହୁ | ଭାରତୀୟ ଜାତୀୟ କଂଗ୍ରେସ | ୩ | ୦୩ ଅପ୍ରେଲ ୧୯୮୮ | ୦୨ ଅପ୍ରେଲ ୧୯୯୪ |
୮୯ | ସରସ୍ୱତୀ ପ୍ରଧାନ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୨ | ୦୨ ଅପ୍ରେଲ ୧୯୭୮ |
୯୦ | ସି. ପି. ମାଝି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୨ | ୦୨ ଅପ୍ରେଲ ୧୯୭୮ |
୯୧ | ସୁନିଲ କୁମାର ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୪ | ୦୨ ଅପ୍ରେଲ ୧୯୯୦ |
୯୨ | ସୁନ୍ଦର ମୋହନ ହେମ୍ରମ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୬ |
୯୩ | ସୁନ୍ଦରମଣି ପଟେଲ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୨ | ୦୨ ଅପ୍ରେଲ ୧୯୬୮ |
୯୩.୧ | ସୁନ୍ଦରମଣି ପଟେଲ | ଅନ୍ୟ | ୨ | ୦୩ ଅପ୍ରେଲ ୧୯୬୮ | ୦୨ ଅପ୍ରେଲ ୧୯୭୪ |
୯୪ | ସୁବାସ ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୪ | ୦୨ ଅପ୍ରେଲ ୧୯୯୦ |
୯୫ | ସୁରେନ୍ଦ୍ର ମହାନ୍ତି | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୮ |
୯୫.୧ | ସୁରେନ୍ଦ୍ର ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୭୮ | ୦୨ ଅପ୍ରେଲ ୧୯୮୪ |
୯୬ | ସୁରେନ୍ଦ୍ର ଲାଠ | ଭାରତୀୟ ଜନତା ପାର୍ଟି | ୧ | ୦୩ ଅପ୍ରେଲ ୨୦୦୨ | ୦୨ ଅପ୍ରେଲ ୨୦୦୮ |
୯୭ | ସୁରେନ୍ଦ୍ରନାଥ ଦ୍ୱିବେଦୀ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୬ |
୯୮ | ସୁଶୀଳା ତିରିୟା | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୮୬ | ୦୧ ଜୁଲାଇ ୧୯୯୨ |
୯୮.୧ | ସୁଶୀଳା ତିରିୟା | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୪ ଅପ୍ରେଲ ୨୦୦୬ | ୦୩ ଅପ୍ରେଲ ୨୦୧୨ |
୯୯ | ସୂରଜମଲ ଶାହା | ଅନ୍ୟ | ୧ | ୦୩ ଅପ୍ରେଲ ୧୯୭୦ | ୦୨ ଅପ୍ରେଲ ୧୯୭୬ |
୧୦୦ | ସ୍ୱପ୍ନାନନ୍ଦ ପାଣିଗ୍ରାହୀ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୯୪ | ୦୨ ଅପ୍ରେଲ ୧୯୬୦ |
୧୦୧ | ହନୀଫ ମହମ୍ମଦ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୬ | ୦୨ ଅପ୍ରେଲ ୧୯୭୨ |
୧୦୨ | ହରିହର ପଟେଲ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୮ | ୦୨ ଅପ୍ରେଲ ୧୯୬୪ |
୧୦୩ | ହରେକୃଷ୍ଣ ମଲ୍ଲିକ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୭୮ | ୦୨ ଅପ୍ରେଲ ୧୯୮୪ |