ଐଶ୍ୱର୍ଯ୍ୟା ସୁସ୍ମିତା
ଦେଖଣା
ଐଶ୍ୱର୍ଯ୍ୟା ସୁସ୍ମିତା | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ଐଶ୍ୱର୍ଯ୍ୟା ସୁସ୍ମିତା (ଜନ୍ମ: ୧୨ ଜୁଲାଇ ୧୯୯୪) ଜଣେ ଭାରତୀୟ ଅଭିନେତ୍ରୀ । ୧୯୯୪ ମସିହାର ଜୁଲାଇ ୧୨ ତାରିଖରେ, ସେ ବିହାରର ଦରଭଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ସୁସ୍ମିତା ୨୦୨୧ ମସିହାରେ, ଡିଜ୍ନି+ ହଟ୍ଷ୍ଟାର୍ରେ ପ୍ରସାରିତ ୱେବ୍ ସିରିଜ୍ ସ୍ପେଶାଲ୍ ଅପ୍ସ୍ ୧.୫: ଦି ହିମ୍ମତ ଷ୍ଟୋରୀ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୧][୨] ୨୦୧୬ ମସିହାରେ, ସେ କିଙ୍ଗ୍ଫିସର୍ କ୍ୟାଲେଣ୍ଡର ସୁପର୍ମଡେଲ୍ ୩ ଜିତିଥିଲେ ।[୩][୪]
୨୦୨୨ ମସିହାରେ, ସେ ରନ୍ୱେ ୩୪ କଥାଚିତ୍ରରେ ଅଭିନୟ କରିଥିଲେ ।[୫] ସେହିବର୍ଷ, ସେ ଖାକୀ: ଦି ବିହାର ଚାପ୍ଟର୍ରେ ମୀତା ଦେବୀ ଭୂମିକାରେ ଅଭିନୟ କରିଥିଲେ ।[୬][୭][୮] ୨୦୨୪ ମସିହାରେ, ସେ ବ୍ୟାଡ୍ କପ୍ ସିରିଜ୍ରେ କିକି ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର/ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ପ୍ଲାଟଫର୍ମ | ଆଧାର | ମନ୍ତବ୍ୟ |
---|---|---|---|---|---|
୨୦୨୧ | ସ୍ପେଶାଲ୍ ଅପ୍ସ୍ ୧.୫: ଦି ହିମ୍ମତ ଷ୍ଟୋରୀ | କରିଷ୍ମା | ଡିଜ୍ନି+ ହଟ୍ଷ୍ଟାର୍ | [୧][୯] | ଅଭିନୟ ଆରମ୍ଭ |
୨୦୨୨ | ରନ୍ୱେ ୩୪ | ପ୍ରଥମ କଥାଚିତ୍ର | |||
ଖାକୀ: ଦି ବିହାର ଚାପ୍ଟର୍ | ମୀତା ଦେବୀ | ନେଟ୍ଫ୍ଲିକ୍ସ | [୧୦] | ||
୨୦୨୪ | ବ୍ୟାଡ୍ କପ୍ | କିକି | ଡିଜ୍ନି+ ହଟ୍ଷ୍ଟାର୍ | [୧୧][୧୨] |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Special Ops 1.5 Season 1 Review : Kay Kay Menon's Himmat Singh leaves a lasting impression as a RAW agent". The Times of India. ISSN 0971-8257. Retrieved 2024-03-28.
- ↑ "Exclusive! My character has variation and layers: Aishwarya Sushmita on Special Ops 1.5". Tellychakkar.com (in ଇଂରାଜୀ). Retrieved 2024-03-28.
- ↑ "Meet Kingfisher's 2015 calendar girl, Aishwarya Sushmita. Yes, that's her name".
- ↑ "NDTV Good Times announces Aishwarya Sushmita as the winner of 'Kingfisher Supermodels 3'". www.adgully.com (in ଆମେରିକୀୟ ଇଂରାଜୀ). 2015-12-29. Retrieved 2024-05-02.
- ↑ "Tackling beauty with attitude". The Hindu (in Indian English). 2013-04-23. ISSN 0971-751X. Retrieved 2024-03-28.
- ↑ "Khakee: The Bihar Chapter की मीता देवी हैं रीयल लाइफ में बेहद बोल्ड, कभी बिकिनी तो कभी मिनी ड्रेस में ढाती हैं कहर". Zee News (in ହିନ୍ଦୀ). Retrieved 2024-03-28.
- ↑ "In Pics: Khakee The Bihar Chapter actress Aishwarya Sushmita aka Meeta Devi turns heads with her glamour". www.dnaindia.com (in ଇଂରାଜୀ). Retrieved 2024-03-28.
- ↑ "Aishwarya Sushmita's Making Us Crazy With Her Performance In Khakee: The Bihar Chapter". News18 (in ଇଂରାଜୀ). 2022-12-05. Retrieved 2024-03-28.
- ↑ "Everything To Know About Aishwarya Sushmita AKA Karishma From 'Special OPS 1.5'". ScoopWhoop (in ଇଂରାଜୀ). 2021-11-15. Archived from the original on 2024-06-26. Retrieved 2024-06-26.
- ↑ "Aishwarya Sushmita aka Meeta Devi From Netflix Show Khakee is Super Hot in Real Life - Check Her Glamorous Photos". www.india.com (in ଇଂରାଜୀ). Retrieved 2024-06-26.
- ↑ AR, Reshmi (2024-06-18). "Kingfisher Calendar Girl to Bad Cop, Aishwarya Sushmita is Raring to Go". deccanchronicle.com (in ଇଂରାଜୀ). Retrieved 2024-06-26.
- ↑ "'Bad Cop' actress Aishwarya Sushmita: Acting was a dream I never pursued because I didn't think it was a viable career path for me". The Times of India. 2024-06-30. ISSN 0971-8257. Retrieved 2024-07-16.
ବାହାର ଲିଙ୍କ୍
[ସମ୍ପାଦନା]- ଇନଷ୍ଟାଗ୍ରାମରେ ଐଶ୍ୱର୍ଯ୍ୟା ସୁସ୍ମିତା
- ଇଣ୍ଟରନେଟ ମୁଭି ଡାଟାବେସରେ ଐଶ୍ୱର୍ଯ୍ୟା ସୁସ୍ମିତା